ଏଥିପାଇଁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହାର୍ଦ୍ଦିକ

ନାଭି ମୁମ୍ବାଇ, ୪।୫: ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳୁଥିବା ଗୁଜରାଟ ଟାଇଟନ୍ସ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ଜିତୁଥିବାରୁ…

୨ ସପ୍ତାହ ମଧ୍ୟରେ କର ପୌର ପରିଷଦ ନିର୍ବାଚନ ଘୋଷଣା, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ, ୪।୫ : ମହାରାଷ୍ଟ୍ରରେ ସ୍ଥାନୀୟ ପୌର ପରିଷଦ ନିର୍ବାଚନକୁ ନେଇ ରାଜ୍ୟ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ…

ଆସୁଛି ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପରେ ଏହା…

ଆଇପିଏଲ୍‌ରେ ସବୁଠୁ ଲମ୍ବା ଛକା କିଏ ମାରିଛନ୍ତି ଜାଣନ୍ତି

ମୁମ୍ବାଇ,୪।୫: ଚଳିତ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସର ଲିଆମ ଲିଭିଙ୍ଗଷ୍ଟୋନ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦୀର୍ଘତମ ଛକା ମାରିଛନ୍ତି। ଲିଭିଙ୍ଗଷ୍ଟୋନ ୧୧୭ ମିଟର ଲମ୍ବା ଛକା ମାରିଥିଲେ।…

ବଢ଼ିଲା ରେପୋ ରେଟ୍‌, ଷ୍ଟକ୍‌ ବଜାର ତଳମୁହାଁ…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର ଶକ୍ତିକାନ୍ତ…

ଆର୍‌ବିଆଇ ଦେଲା ବଡ଼ ଝଟ୍‌କା, ରେପୋ ରେଟ୍‌ ୪.୪୦ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବଡ଼ ଝଟ୍‌କା ପ୍ରଦାନ କରାଯାଇଛି। ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ୪.୪୦ ପ୍ରତିଶତ…

ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ଜାରି

ମୁମ୍ବାଇ: ଫିଲ୍ମ ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ବୁଧବାର ଜାରି କରାଯାଇଛି। ଏହି ଫିଲ୍ମରେ ଅନନ୍ତ ମହାଦେବନ ଓ ଲକ୍ଷ୍ମୀ ଆର ଆୟାରଙ୍କ ସହ ‘ହମ ଆପକେ…

ଶେହନାଜ ପାଲଟିଲେ ଖାସ୍‌ ଅତିଥି, ହାତ ଧରି…

ବମ୍ବେ: ‘ବିଗ୍‌ବସ୍‌’ରୁ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ଚୁଲ୍‌ବୁଲୀ ଶେହନାଜ ଗିଲଙ୍କ ଖାସ୍‌ ସମ୍ପର୍କ ରହିଆସିଛି। ଅନେକ ସମୟରେ ତାର ଝଲକ ଦର୍ଶକଙ୍କୁ ଭାବବିହ୍ବଳ କରେ। ଶେହନାଜଙ୍କ…

ନମ୍ବର-୧ ହେଲା ଭାରତ

ଦୁବାଇ,୪।୫: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଟି-୨୦ ଅନ୍ତର୍ଜାତୀୟ ଦଳର ବାର୍ଷିକ ମାନ୍ୟତା ପ୍ରକାଶ କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଟି-୨୦ରେ…

ରୁଷିଆରେ ସାମରିକ କ୍ଷମତା ଦଖଲ ଆଶଙ୍କା, ପଦବୀ ହରାଇଲେ ପୁଟିନ୍‌ଙ୍କୁ କରାଯାଇପାରେ ହତ୍ୟା…

ଓ୍ବାଶିଂଟନ, ୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୭୦ଦିନ ବିତିଗଲାଣି। କିନ୍ତୁ ଯୁଦ୍ଧର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…