ଅଢ଼େଇ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଦିଆଯାଇନି ଅତ୍ୟାବଶ୍ୟକ ଟିକା, ଡବ୍ଲୁଏଚଓ-ୟୁନିସେଫ୍‌ ପକ୍ଷରୁ ସତର୍କ ସୂଚନା…

ଜେନେଭା, ୧୬।୭ : ଡବ୍ଲୁଏଚଓ ଏବଂ ୟୁନିସେଫର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ବିଶ୍ୱରେ ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଅତ୍ୟାବଶ୍ୟକ ଟିକା ପ୍ରଦାନ…

ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ: ସିସିଟିଭିରେ କଏଦ ହେଲେ ଦୁର୍ବୁତ୍ତ

ଭବାନୀପାଟଣା,୧୬।୭(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ଖଣ୍ଡିଡଙ୍ଗରିଗୁଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ପଣ୍ଡ ହୋଇଛି। ପ୍ରାୟ…

୪ ଦିନ ବନ୍ଦ ପରେ ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଜୁନାଗଡ଼,୧୬।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟସ୍ଥ ହାଲେର ଯୋରରେ ବନ୍ୟା ପାଣି ଆସିବା ଫଳରେ ଗତ ୧୨ତାରିଖରୁ ଆପ୍ରୋଚ ପୋଲ ଧୋଇ ହୋଇଯାଇଥିଲା। ଏଣୁ…

ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର, ୪ ଲକ୍ଷ ଲେଖାଏଁ କ୍ଷତିପୂରଣ

ଖଡ଼ିଆଳ,୧୬।୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଲଖ୍‌ନା ଥାନା ଅନ୍ତର୍ଗତ ସମରସିଂ ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର…

କୋର୍ଟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ପ୍ରଦାନ ଜରୁରୀ, ମୌସୁମୀ ଅଧିବେଶରେ ୭୧ ହେବ ଆଇନ ରଦ୍ଦ…

ଜୟପୁର,୧୬।୭ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ଜୟପୁରରେ କହିଛନ୍ତି ଯେ ନିମ୍ନ ଅଦାଲତ ଏବଂ ହାଇକୋର୍ଟରେ ଆଞ୍ଚଳିକ ତଥା ସ୍ଥାନୀୟ ଭାଷାକୁ ଗୁରୁତ୍ୱପ୍ରଦାନ…

ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୧୬।୭: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ଶନିବାର ହେବାକୁ ଥିବା ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ଭାଜପା ଚୂଡ଼ାନ୍ତ ନିଷ୍ପତ୍ତି…

ସାମ୍ନାକୁ ଆସିଲା ଫିଲ୍ମ‘ଶେହଜାଦା’ର ପ୍ରଥମ ଲୁକ୍‌, ଏହି ଦିନ ହେବ ରିଲିଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅପକମିଙ୍ଗ୍‌ ଫିଲ୍ମ‘ଶେହଜାଦା’୨୦୨୩ ଫେବୃୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ ଅଭିନେତା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରଥମ ଲୁକ୍‌ ସହ ରିଲିଜ୍‌…

ଦେଢ଼ ଲକ୍ଷ ମୁହାଁ ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି…

ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି।…

ଶୁଟିଂ ବିଶ୍ୱକପ: ଫାଇନାଲରେ ଐଶ୍ୱର୍ଯ୍ୟ, ଚେନ୍‌ ସିଂ

ନୂଆଦିଲ୍ଳୀ,୧୬ା୭: ଚାଙ୍ଗଓନରେ ଖେଳା ଯାଉଥିବା ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ଅଭିଯାନ ଜାରି ରହିଛି। ୫୦ ମିଟର ରାଇଫଲ ମୁକାବିଲାରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଚେନ୍‌…