୪ମାସରେ ୧୦୬ ଦୁର୍ଘଟଣାରେ ୪୭ ମୃତ

ରାୟଗଡ଼ା ଅଫିସ, ୨୩।୫: ରାୟଗଡ଼ା ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲାପାଳଙ୍କ କାର୍ଯ୍ୟଳୟର ଚିନ୍ତନ କକ୍ଷରେ…

ହାଇକୋର୍ଟ ବାର୍‌ ଆସୋସିଏଶନ ନିଷ୍ପତ୍ତିକୁ ବିରୋଧ

ବଲାଙ୍ଗୀର ଅଫିସ,୨୩।୫: ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସୋମବାର ବଲାଙ୍ଗୀରରେ…

ହେଲ୍‌ମେଟ ଯାଞ୍ଚ: ୪୫୬ ମାମଲା ରୁଜୁ

ବାରିପଦା ଅଫିସ,୨୩।୫: ମୟୂରଭଞ୍ଜ ଜିଲା ବାରିପଦା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଓ ରାଜ୍ୟ ରାଜପଥରେ ଚାଲିଥିବା ହେଲମେଟ ଯାଞ୍ଚ ଶେଷ ହୋଇଛି। ୭ଦିନ ବ୍ୟାପି ଚାଲିଥିବା…

୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ ୩…

ପ୍ରଥମ ଦିନରେ ୪୦ ହଜାର ଜନସମାଗମ

ବଇଣ୍ଡା,୨୩।୫ (ଡି.ଏନ.ଏ.): ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଏହି ୪ ଦିନିଆ ଯାତ୍ରାର ପ୍ରଥମ ରାତିରେ ୪୦ ହଜାର…

ଭାରତୀୟ ରେଲୱେ ଟ୍ରାକ ଉପରେ ଆଇଏସ୍‌ଆଇର ନଜର, ଗୋଇନ୍ଦା ରିପୋର୍ଟ ଜାରି…

ନୂଆଦିଲ୍ଲୀ, ୨୩।୫ : ଭାରତରେ ରେଲୱେ ଟ୍ରାକ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଷଡ଼ଯନ୍ତ୍ର ରଚିଛି। ଏ ସମ୍ପର୍କରେ ଭାରତୀୟ ଗୋଇନ୍ଦା…

ଦୀପିକାଙ୍କ କାନ୍ସ ଲୁକ୍‌

ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍‌ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ…

ନାହାନ୍ତି ୧୧ ଡାକ୍ତର, ନାହିଁ ମହାପ୍ରୟାଣ ଗାଡ଼ି

ଛତ୍ରପୁର,୨୩।୫(ଡି.ଏନ.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ବ୍ରହ୍ମପୁର ସହରରେ ମୁଖ୍ୟ ହସ୍ପିଟାଲ( ସିଟି ହସ୍ପିଟାଲ) ରହିଛି। ଦୀର୍ଘବର୍ଷ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ହେଡ୍‌କ୍ୱାର୍ଟର…

କାର୍‌-ବାଇକ୍‌ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ

ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ ବିଜେପୁର…

ଦିନକରେ ୧.୯୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୨୩।୫: ସଡ଼କ ସୁରକ୍ଷା ନିୟମ କଡାକଡି କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିଥିଲେ। ବିଶେଷକରି ହେଲ୍‌ମେଟ ଓ ନିଶାସକ୍ତ ଚାଳକ ଧରପଗଡ…