ବ୍ରାଜିଲ ଆସିଲା ସମ୍ରାଟ ପେଡ୍ରୋଙ୍କ ହୃତ୍‌ପିଣ୍ଡ

ବ୍ରାସିଲିଆ: ପାର୍ତ୍ତୁଗାଲଠାରୁ ବ୍ରାଜିଲ୍‌ ସ୍ବାଧୀନ ହେବାର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ହେବାକୁ ଥିବା ସମାରୋହରେ ବ୍ରାଜିଲ ସମ୍ରାଟ ଡୋମ୍‌…

ଜଗନ୍ନାଥପ୍ରସାଦରେ ଖୋଲିବ ଜେଏମ୍‌ଏଫ୍‌ସି କୋର୍ଟ

ଭଞ୍ଜନଗର,୨୪।୮(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦରେ ଜେଏମ୍‌ଏଫସି କୋର୍ଟ ଆସନ୍ତା ୩୧ ତାରିଖରେ ଉଦ୍‌ଘାଟିତ ହେବ। ନିଜସ୍ବ କୋଠା ନିର୍ମାଣ ହୋଇ ନ ଥିବା ଯୋଗୁ ରାଜସ୍ବ ବିଭାଗ ଡାକ ବଙ୍ଗଳାରେ…

ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨, ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୪।୮ : ଅଗଷ୍ଟ ୨୫ ରେ ରାତି ୮ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ ର ଫାଇନାଲିଷ୍ଟମାନଙ୍କୁ…

ବ୍ରହ୍ମପୁରରେ ୧୭ ପ୍ରତିଶତ ନେଇଛନ୍ତି ପ୍ରିକସନ ଡୋଜ୍‌

ଛତ୍ରପୁର,୨୪୮(ଡିଏନଏ ):  ନଗର ସ୍ବାସ୍ଥ୍ୟ ମିଶନର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।…

ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ

ଭୁବନେଶ୍ୱର,୨୪।୮: ରାଜ୍ୟର ପ୍ରମୁଖ ଜିଲାର ବିଭିନ୍ନ ବ୍ଲକ ଚଳିତ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ। ବନ୍ୟାପାଣି ବିପଦ ସଙ୍କେତ ତଳେ…

ନରାକାସର ୫୨ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨୪।୮: ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ)ର ବା ବ୍ୟାଙ୍କ ଭୁବନେଶ୍ବରର ୫୨ତମ ଅର୍ଦ୍ଧବାର୍ଷିକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର…

ଚାଷୀଙ୍କ ସହ ମିଶି ଧାନତଳି ରୋଇଲେ ବିଧାୟକ

ଖଇରା,୨୪।୮(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିଜର ନିଆରା ଢଙ୍ଗର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି…

ଟ୍ରେଣ୍ଡ୍‌ସ ପକ୍ଷରୁ ଗଣେଶପୂଜା ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୪।୮: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଚଳିତ ବର୍ଷର ଗଣେଶପୂଜା ଉପଲକ୍ଷେ ସ୍ବତନ୍ତ୍ର ଅଫର ଓ ଟ୍ରେଣ୍ଡସ୍‌ ସ୍ବାଗତମ୍‌ ଶ୍ରୀଗଣେଶ ପ୍ରତିଯୋଗିତା ବିଷୟରେ ମଧ୍ୟ…

ରେପୋସ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୮: ଦେଶର ପ୍ରମୁଖ ଡୋର୍‌ଷ୍ଟେପ୍‌ ଇନ୍ଧନ ବିତରଣ ଉଦ୍ୟୋଗ ରେପୋସର ଫିନ୍‌ଟେକ ଆର୍ମ ରେପୋସ ପେ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବୈଷୟିକ…

ଶିମିଳିପାଳର ଆକର୍ଷଣ ଯୋରନ୍ଦା ଜଳପ୍ରପାତ

ବାରିପଦା ଅଫିସ,୨୪।୮: ବିଶ୍ୱ ବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ଏଠାକାର ସବୁଜ ପାହାଡ଼ରୁ ଝରି ପଡୁଥିବା ଜଳପ୍ରପାତର ମନୋରମ…