ଶକ୍ତିକେନ୍ଦ୍ରକୁ ଜାରି ରହିବ କୋଇଲା ଯୋଗାଣ

ତାଳଚେର, ୩।୭(ନି.ପ୍ର.): ବର୍ଷା ଋତୁରେ ଶକ୍ତିକେନ୍ଦ୍ରରେ କୋଇଲା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍‌ ଇଣ୍ଡିଆର ଅଂଶୀଦାର ମହାନଦୀ କୋଲ୍‌ଫିଲ୍ଡ ଲିମିଡେଟ୍‌ (ଏମ୍‌ସିଏଲ୍‌)।…

ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ ଡାକରା

ତାଳଚେର, ୩।୭(ନି.ପ୍ର.): ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନାହିଁ। ଫଳରେ ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଏବଂ…

କେମିତି କରିବେ ଝାଡ଼ୁ? ଘରେ ବୃଦ୍ଧି ହେବ ସୁଖଶାନ୍ତି…

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆମେ ଘର ଝାଡ଼ୁ କରିଥାଉ। କିନ୍ତୁ ଏହି ଝାଡ଼ୁ କରିବାକୁ ନେଇ ବି କିଛିଟା ବାସ୍ତୁ ନିୟମ ରହିଛି; ଯାହାକୁ…

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବେ ଡିଆଇଜି

ଅନୁଗୋଳ ଅଫିସ, ୩।୭ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ.ସାର୍ଥକ ଷଡ଼ଙ୍ଗୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିଛନ୍ତି। ସେ ନ୍ୟୁୟର୍କସ୍ଥିତ କଲମ୍ବିଆ…

ନୂପୁରଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି

ନୂଆଦିଲ୍ଲୀ,୩ା୭: ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂପୁରଙ୍କ ବିରୋଧରେ କୋଲକାତା ପୋଲିସ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ପ୍ରଫେଟଙ୍କ ବିରୋଧରେ ନୂପୁର ବିବାଦୀୟ…

୨୦ ପଇସାରେ ଗଡ଼ିବ ୧ କି.ମି.

ଢେଙ୍କାନାଳ ଅଫିସ, ୩।୭: ମାତ୍ର ୨୦ ପଇସା ଖର୍ଚ୍ଚ କଲେ ବାଇକ୍‌ ଗଡ଼ିବ ୧ କିଲୋମିଟର। ନା ପକାଇବାକୁ ପଡ଼ିବ ପେଟ୍ରୋଲ ନା ରହିବ ପ୍ରଦୂଷଣ ଚିନ୍ତା। ପରିବେଶ…

ଦୁର୍ବଳ ମୌସୁମୀ, ଚିନ୍ତାରେ ଧାନ ଚାଷୀ

ନବରଙ୍ଗପୁର,୩।୭(ବି.ପ୍ର.): ଚଳିତ ବର୍ଷ ଦୁର୍ବଳ ମୌସୁମୀ ଓ ବର୍ଷାର ଅଭାବ ଯୋଗୁ ନବରଙ୍ଗପୁର ଜିଲାରେ ଧାନ ଚାଷ କାର୍ଯ୍ୟ ଆଗେଇ ପାରୁନି। ଚାଷୀ ତଳି ପକାଇ ବର୍ଷାକୁ ଚାହିଁ…

୧୫ ସୁଦ୍ଧା ଏଲ୍‌ଆଇସିର ଆଇଇଭି ଘୋଷଣା

ନୂଆଦିଲ୍ଲୀ,୩।୭: ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ତା’ର ଇଣ୍ଡିଆନ ଏମ୍ବେଡେଡ୍‌ ଭାଲ୍ୟୁ (ଆଇଇଭି) ସମ୍ପର୍କରେ ଘୋଷଣା କରିପାରେ ବୋଲି…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: କାହିଁକି ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା କରୁଛି। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି।…

ସଂସଦରେ ନିଆଁ ଲଗାଇଲେ ଭୋକିଲା ଲୋକେ, ରୁଟି-ବିଦ୍ୟୁତ୍‌ ଦାବି…

ତ୍ରିପୋଲି, ୩।୭ : ଲିବିୟାରେ ରୁଟି-ବିଦ୍ୟୁତ୍‌ ଦାବି କରି ଭୋକିଲା ଲୋକେ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସଂସଦର ମୁଖ୍ୟାଳୟରେ ବିରୋଧକାରୀଙ୍କ…