ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ରାହୁଲ-ଶାହା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୭୨ବର୍ଷରେ ପଦାର୍ପଣ କରିଛନ୍ତି। ମୋଦି ନିଜ ଜନ୍ମଦିନ ଅବସରରେ ଦେଶବାସୀଙ୍କୁ ଚିତା ବାଘ ଉପହାର ଭେଟି ଦେଇଛନ୍ତି। ତାଙ୍କ ଜନ୍ମଦିନକୁ…

ଯଥାରୀତି ପାଳନ ହେବ ପ୍ରସିଦ୍ଧ ବଳିଯାତ୍ରା

ସୋନପୁର,୧୭।୯(ନି.ପ୍ର.): ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ଓ ଦଶହରା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…

୯୨ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ

ନୂଆପଡ଼ା ଅଫିସ,୧୭।୯: କରୋନା ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ପଦୋନ୍ନତି ଦିଆଯାଇଥିଲା। ଏହି ସବୁ ନିୟମ…

ବିପଦସଙ୍କୁଳ ଅବସ୍ଥାରେ ସରକାରୀ ହାଇସ୍କୁଲ

ହେମଗିର,୧୭।୯(ଡି.ଏନ୍‌.ଏ.): ରାଜ୍ୟ ସରକାର ସରକାରୀ ସ୍କୁଲଗୁଡିକର ଉନ୍ନତିକରଣ ସହ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରି ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରୁଛନ୍ତି। ସୁନ୍ଦରକୋଠା ନିର୍ମାଣ କରି ଆଧୁନିକ ଉପକରଣ…

ଲକ୍ଷ୍ମୀଡୁଙ୍ଗୁରୀଠାରେ ନିଆରା ପୁଅ ଜିଉଁନ୍ତିଆ

ସମ୍ବଲପୁର,୧୭ା୯(ବ୍ୟୁରୋ): ସମ୍ବଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ନିଆରା ପୁଅ ଜିଉଁନ୍ତିଆ ବ୍ରତ ଶୁକ୍ରବାର ଲକ୍ଷ୍ମୀଡୁଙ୍ଗୁରୀଠାରେ ପାଳିତ ହୋଇଯାଇଛି । ଅଞ୍ଚଳର ମହିଳାମାନେ ସମବେତ ହୋଇ…

‘ଦେଶ ପାଇଁ ଐତିହାସିକ ଦିନ’

ନୂଆଦିଲ୍ଲୀ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଥିବା ୮ ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ନ୍ୟାଶନାଲ ପାର୍କରେ ଛାଡିଛନ୍ତି। ୮ ଚିତା ଆସିବା ଦେଶ…

ଏସ୍‌ସିବିରେ ହେବ ଟେଲି ମାନସ ସେଲ, ମାନସିକ ରୋଗୀ ହେବେ ଉପକୃତ

କଟକ ଅଫିସ,୧୭।୯: ଏସ୍‌ସିବିରେ ଟେଲି ମାନସ ସେଲ ପ୍ରତିଷ୍ଠା କରାଯିବ। ଜଣେ ଡାକ୍ତର, ନର୍ସ, ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କୁ ମିଶାଇ ୨୦ଜଣ…

ମାନେଶ୍ୱର ଦୁର୍ଗା ପୂଜା: ରାବଣ ପୋଡ଼ି ଆକର୍ଷଣ

ସମ୍ବଲପୁର,୧୭ା୯(ବ୍ୟୁରୋ): ପାର୍ବଣ ଋତୁ ଯେତିକି ପାଖେଇ ଆସୁଛି ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସେତିକି ଜୋରସୋରରେ ଚାଲିଛି । ସମ୍ବଲପୁର ମହାନଗର ନିଗମ ମାନେଶ୍ୱର ଛକ ଦୁର୍ଗାପୂଜା…

ଆରାଧନାମୁହାଁ ଆଲୁମିନିୟମନଗରୀ

ବଅଁରପାଳ, ୧୭ା୯ (ଉପେନ୍ଦ୍ର ରାଉତ): ରଙ୍ଗିନ ଆଲୋକମାଳାରେ ଝଲସୁଛି ଅନୁଗୋଳର ନାଲ୍‌କୋନଗର। ଚାରିଆଡ଼େ ଉତ୍ସାହ ଉଦ୍ଦୀପନା। ୨ ବର୍ଷ ପରେ ଶନିବାର ଧୁମ୍‌ଧାମରେ ଦେବଶିଳ୍ପୀଙ୍କ ପୂଜା ପାଳନ…

ଡକାୟତି ଯୋଜନାବେଳେ ମାଡ଼ି ବସିଲା ପୋଲିସ

ଅନୁଗୋଳ ଅଫିସ, ୧୭ା୯: ଅନୁଗୋଳ ସଦର ଥାନା କୁଇଓ ଜଙ୍ଗଲରେ ବସି ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ।…