ଦେଶରେ ଜାରି ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି, ଏସଡିପିଆଇର ଅଭିଯୋଗ…

ନୂଆଦିଲ୍ଲୀ, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ…

ପ୍ରତିବନ୍ଧକ ନେଇ ରାଜନୀତି ଆରମ୍ଭ: ଆରଏସଏସକୁ ନିଷିଦ୍ଧ କରାଯାଉ, କଂଗ୍ରେସ ଏମ୍‌ପିଙ୍କ ଦାବି…

ଥିରୁଭାନନ୍ତପୁରମ୍‌, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ପ୍ରତିବନ୍ଧକ ରାଜନୀତି ଆରମ୍ଭ ହୋଇଛି।…

ଫ୍ଲିପ୍‌କାର୍ଟରୁ ଅର୍ଡର କରିଥିଲେ ଲାପ୍‌ଟପ୍‌, ଯାହା ଆସିଲା ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ଦୁର୍ଗାପୂଜା ପାଇଁ ଇ-କମର୍ସ ପକ୍ଷରୁ ବର୍ତ୍ତମାନ ବିଗ୍‌ ବିଲିୟନ ଡେ ସେଲିଙ୍ଗ୍‌ ଚାଲିଛି। ବିଭିନ୍ନ ଜିନିଷ ଉପରେ ବ୍ୟାପକ ରିହାତି ପ୍ରଦାନ କରୁଛି ଇ-କମର୍ସ କମ୍ପାନୀ।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପିଏଫ୍‌ଆଇ ସମେତ ୯ ସଂଗଠନ ଉପରେ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା…

ନୂଆଦିଲ୍ଲୀ, ୨୮।୯ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ଲାଗି ମୌଳବାଦୀ ଇସଲାମିକ ସଂଗଠନ ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ପାଞ୍ଚ ବର୍ଷ…

ଗାଭାସ୍କରଙ୍କୁ ଏସ୍‌ଜେଏଫ୍‌ଆଇ ପଦକ, ଶାସ୍ତ୍ରୀ ସମ୍ମାନିତ

ଥିରୁଭାନନ୍ତପୁରମ,୨୮।୯(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ପୋଟର୍‌ସ ଜର୍ନାଲିଷ୍ଟ ଫେଡେରେଶନ୍‌…

ଡେଥ୍‌ ବୋଲିଂ ଉପରେ ଭାରତର ନଜର

ଥିରୁଭାନନ୍ଥପୁରମ, ୨୮।୯(ପି.ଟି.): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତଜର୍ର୍ାତୀୟ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ। ଆଗକୁ ଟି୨୦ ବିଶ୍ୱକପ…

ସକ୍ରିୟ ମାମଲା ୪୧ ହଜାରରୁ କମ…

ନୂଆଦିଲ୍ଲୀ, ୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…

ଜାତୀୟ କ୍ରୀଡ଼ା ସଫ୍ଟ ଟେନିସ ପାଇଁ ଓଡ଼ିଶାର ୪ ଅଫିସିଆଲ

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ଅହମଦାବାଦରେ ହେବାକୁଥିବା ଜାତୀୟ କ୍ରୀଡ଼ାର ସଫ୍ଟଟେନିସ ଇଭେଣ୍ଟ ପାଇଁ ଓଡ଼ିଶାରୁ ୪ ଅଫିସିଆଲ ମନୋନୀତ ହୋଇଛନ୍ତି। ମହମ୍ମଦ ଆଜାମ ରେଫରି ଏବଂ…

୧ରୁ ବଢିବ ବର୍ଷା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ୧ ଅକ୍ଟୋବର ପରଠାରୁ…

ଅନୁରାଧା ଓଡ଼ିଶା ଆଥ୍‌ଲେଟିକ୍ସ ଦଳର କୋଚ୍‌

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟରେ ହେବାକୁଥିବା ଜାତୀୟ କ୍ରୀଡ଼ା ପାଇଁ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ଓଡ଼ିଶା ଆଥ୍‌ଲେଟିକ୍ସ ଦଳର କୋଚ୍‌ ମନୋନୀତ କରାଯାଇଛି। ଯେଉଁ କ୍ରୀଡ଼ାରେ ଏକାଧିକ…