ଦେଶର ନାଁ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ଶାମିଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ।…

ଥମୁଛି କରୋନା ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ସୋମବାର ସମଗ୍ର ଦେଶରେ ୭୬ ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ମହୋତ୍ସବରେ ମୁଖ୍ୟମନ୍ତ୍ରୀ…

ଜୟ ଯବାନ-ଜୟ କିଷାନ-ଜୟ ବିଜ୍ଞାନରେ ମୋଦି ଯୋଡ଼ିଲେ ଜୟ ଅନୁସନ୍ଧାନ…

ନୂଆଦିଲ୍ଲୀ, ୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍‌ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଶରେ ଜାରି ରହିଥିବା ଉନ୍ନତ…

‘ଋକ୍‌-ବେଦ- ଶାକଲ ସଂହିତା’ ଓଡ଼ିଆ ସଂକଳନ ପ୍ରକାଶିତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବେଦ ହିଁ ଭାରତୀୟ ଧର୍ମ, ସଂସ୍କୃତି ଓ ଦର୍ଶନର ପ୍ରାଣ। ମାନବ ସମାଜର ଏହି ପ୍ରାଚୀନତମ ଗ୍ରନ୍ଥ ଦ୍ବାରା ମାନବୀୟ ପ୍ରଜ୍ଞାର ଉତ୍ତରୋତ୍ତର ଅଭିବୃଦ୍ଧି…

୨୦୧୯ ପର୍ଯ୍ୟନ୍ତ ଅନାଦେୟ ଇ-ଚାଲାଣ ପ୍ରତ୍ୟାହାର

କଟକ ଅଫିସ,୧୫ା୮: ରାଜ୍ୟର ବିଭିନ୍ନ ଯାନ ଉପରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନାଦେୟ ହୋଇ ପଡ଼ିରହିଥିବା ଇ-ଚାଲାଣଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି। ଏ ନେଇ ରାଜ୍ୟ ପରିବହନ…

ଭାରତ ଗଣତନ୍ତ୍ରର ଜନନୀ: ମହାତ୍ମାଙ୍କ ସ୍ବପ୍ନ ପୂରଣ ପାଇଁ ମୁଁ ନିଜକୁ ଉତ୍ସର୍ଗ କରିଛି…

ନୂଆଦିଲ୍ଲୀ, ୧୫।୮ : ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଭାରତ…

ସଂଗ୍ରାମୀଙ୍କ ଗାଁ ଅବହେଳିତ

ଖୋର୍ଦ୍ଧା ଅଫିସ,୧୫।୮: ‘ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ସୁଭାଷ ବୋଷଙ୍କ ଏହି ଡାକରାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଚମ୍ପାଇଲୋ ଗ୍ରାମର ୨୦ରୁ…

ଆମର ସଂକଳ୍ପ ଏକ ବିକଶିତ ଭାରତ: ପ୍ରଧାନମନ୍ତ୍ରୀଙ୍କ ୫ ଶପଥ…

ନୂଆଦିଲ୍ଲୀ, ୧୫।୮ : ଦେଶ ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।…

‘ସାମାଜିକ ମୂଲ୍ୟବୋଧ ବଜାୟ ରହୁ’

ସମାଜରୁ ନିଶା ଓ ହିଂସାର ବିଲୋପ ଘଟି ସାମାଜିକ ମୂଲ୍ୟବୋଧ ବଜାୟ ରହୁ। ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ମହା ମନୀଷୀଙ୍କ ଆଦର୍ଶ ଓ…