ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୫, ୨୦୨୨)

ଭୁବନେଶ୍ୱର ବିଜେଇଏମ ସ୍କୁଲରେ ୭୬ତମ ସ୍ୱାଧୀନତାଦିବସ ପାଳନ   ଭୁବନେଶ୍ୱର ଜନପଥରେ ଅରୁନ୍ଧତୀ ଜୁଏଲର୍ସର ନୂଆ ଜୀଵାହ କଲେକ୍ସନ   ଭୁବନେଶ୍ୱର ବିଜେଡି ପାର୍ଟୀ ଅଫିସରେ ୭୬ତମ…

ରାଜ୍ୟରୁ ସୁସ୍ଥ ହେଲେ ୪୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୦,୬୩୫ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ…

ସ୍ବାଧୀନତା ଦିବସ ଅବସରରେ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ଜୟପୁର,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ରାଜସ୍ଥାନର ବାରନର କଂଗ୍ରେସ ବିଧାୟକ ପାନଚାନ୍ଦ ମେଘୱାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ପାନଚାନ୍ଦ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ…

ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜରଙ୍କ ମୃତ୍ୟୁ, ୩ ଗିରଫ

ଝାରସୁଗୁଡା ଅଫିସ,୧୫।୮: ଝାରସୁଗୁଡ଼ା ସହରରେ ଥିବା ଏକ ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜର ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଛି।…

ଓଡ଼ିଶାର ୨୨ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ୭୬ତମ ସ୍ବାଧୀନତା ଦିବସ ଅବସରରେ ସୋମବାର ଓଡ଼ିଶାର ୨୨ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନ କନଫରେନ୍‌ସ…

ସମୁଦ୍ରରେ ଭାସିଗଲେ ୨ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ଅଫିସ, ୧୫।୮: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ରବି ସିଂ। ଆଜି ଅପରାହ୍ନ ୫ଟା ସମୟରେ ରବି…

ପ୍ରଥମ ଦେଶ ଭାବେ ଓମିକ୍ରନ ଭାକ୍ସିନକୁ ଅନୁମୋଦନ କଲା ବ୍ରିଟେନ

ଲଣ୍ଡନ,୧୫।୮: ବିଶ୍ୱରେ କରୋନା ଭାଇରସ୍‌ର ସବ୍‌ ଭାରିଆଣ୍ଟ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଦୈନିକ ସଂକ୍ରମଣ ହାର ବୃଦ୍ଧି…

ମୁଣ୍ଡୁଳିରେ ବନ୍ୟାସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

କଟକ ଅଫିସ, ୧୫।୮: ଲଘୁଚାପ ପ୍ରଭାବରେ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଣ୍ଡୁଳିରେ ପହଞ୍ଚି ବନ୍ୟାସ୍ଥିତି…

ବୀରଛକରେ ଉଡ଼ିଲା ତ୍ରିରଙ୍ଗା

ବରଗଡ଼ ଅଫିସ ୧୫।୮: ବରଗଡ଼ ସହର ଉପକଣ୍ଠ ବୀରଛକରେ ସୋମବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶହୀଦ ମାଧ ସିଂଙ୍କ ନାମରେ ନାମିତ ବୀରଛକରେ ତାଙ୍କର ଦାୟାଦ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୨୨ ପଏଣ୍ଟ ଆଗରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୧୫।୮: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ କଞ୍ଜରଭେଟିଭ୍‌ ପାର୍ଟି ନେତୃତ୍ୱ ପ୍ରତିଯୋଗିତାରେ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କଠାରୁ ୨୨ ପଏଣ୍ଟ ଆଗରେ…