ବାଣ ଫୁଟାଇ ନାବଳକ ସମେତ ୧୦ ଗୁରୁତର

ହାଇଦ୍ରାବାଦ,୨୫।୧୦: ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିଲେ ସୁଦ୍ଧା ନିୟମ ଉଲ୍ଲଙ୍ଘନ କରି ଅନେକ ସହରରେ ଲୋକେ ବାଣ ଫୁଟାଇଥିଲେ। ଇତି ମଧ୍ୟରେ ଏକ ଅଘଟଣ…

ସୂର୍ଯ୍ୟଗ୍ରହଣରେ ସତର୍କତା ଅବଲମ୍ବନ କରନ୍ତୁ ଗର୍ଭବତୀ ମହିଳା, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିଳିତ ବର୍ଷର ଏହା ହେଉଛି ଶେଷ ସୂର୍ଯ୍ୟପରାଗ। ପ୍ରଥମ ସୂର୍ଯ୍ୟଗ୍ରହଣ ଏପ୍ରିଲ ୩୦ରେ ହୋଇଥିଲା। ଧାର୍ମିକ ଦୃଷ୍ଟିକୋଣରୁ କେତେକ କ୍ଷେତ୍ରରେ ସୂର୍ଯ୍ୟଗ୍ରହଣକୁ ଅଶୁଭ…

ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଦୁର୍ବଳ ହେଲା ବାତ୍ୟା ସିତ୍ରାଙ୍ଗ। ଏହା ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ…

କମୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା…

କ୍ରିକେଟ ପ୍ରେମୀ ସୁନକ

ଲଣ୍ଡନ,୨୫ ।୧୦: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୪୨ ବର୍ଷୀୟ ଋଷି ସୁନକ କ୍ରିକେଟ ଖେଳିବାକୁ ଓ ମନ୍ଦିର…

କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା: ୨ ଅଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଦଶପଲା ବ୍ଲକ ମଧ୍ୟଖଣ୍ଡର କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୀପାବଳି ଉତ୍ସବ ପାଳନ ଅବସରରେ ସୋମବାର…

ବସ୍ତ୍ରହରଣ ସିନ୍‌ରେ କାହିଁକି କାନ୍ଦିଲେ ଏହି ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ…

ମଠରେ ଲିଙ୍ଗାୟତ ସାଧୁଙ୍କ ମୃତ୍ୟୁ, ମୃତଶରୀର ନିକଟରୁ ମିଳିଲା ସୁଇସାଇଡ ନୋଟ

ବେଙ୍ଗାଲୁରୁ,୨୫ ।୧୦: କର୍ନାଟକର ରାମ ନଗର ଜିଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତ ଶରୀର ଏକ ମଠରୁ ଜବତ କରାଯାଇଛି । ଏହାପରେ ସାରା ଅଞ୍ଚଳରେ ଭୟର…

ହ୍ୱାଇଟ ହାଉସରେ ଦୀପାବଳି ପାଳିଲେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ

ୱାଶିଂଟନ,୨୫ ।୧୦: ଆଲୋକର ପର୍ବ ଦୀପାବଳି ସୋମବାର କେବଳ ଭାରତ କାହିଁକି ସାରା ବିଶ୍ୱରେ ପାଳନ କରାଯାଇଥିବା ଦେଖାଯାଇଛି । ଆମେରିକାର ହ୍ୱାଇଟ ହାଉସରେ ପାଳନ କରାଯାଇଥିବା…

ପରିବର୍ତ୍ତନ ହେବ ବ୍ରିଟେନ-ଭାରତ ସମ୍ପର୍କ: ଋଷି ସୁନକ

ଲଣ୍ଡନ,୨୫।୧୦: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ଏହି ଅବସରରେ ସୁନକ କହିଛନ୍ତି, ସେ ବ୍ରିଟେନ-ଭାରତ ସମ୍ପର୍କକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ମୁଁ…