ରାହୁଲଙ୍କୁ ଭେଟିଲେ ନୀତୀଶ: ୫୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୫।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ…

ଚାଇନାରେ ଭୂକମ୍ପ: ଚାଲିଗଲା ୩୦ ଜୀବନ

ବେଜିଂ,୫।୯: ଚାଇନାର ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍‌ କାଉଣ୍ଟିରେ ସୋମବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିବା ନେଇ ଜାତୀୟ…

ବିଜେଡିରେ ମିଶିଲେ ୩ ହଜାର କର୍ମୀ

ପୋଲସରା,୫ା୯(ଡି.ଏନ୍‌.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ ୩…

ରିଜଓ୍ବାନଙ୍କ ହେବ ଏମ୍‌ଆରଆଇ ସ୍କାନ

ଦୁବାଇ,୫ା୯: ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କର ଏମ୍‌ଆର୍‌ଆଇ ସ୍କାନ କରାଯିବ। ଚାଲିଥିବା ଏସିଆ କପ୍‌ କ୍ରିକେଟ ଭାରତ ବିପକ୍ଷ ୫ ଉଇକେଟ…

ପ୍ରତାରଣାର ଶିକାର ହୋଇ ଧାରଣା ଦେଲେ ପ୍ରେମିକା

ଭଦ୍ରକ ଅଫିସ, ୫।୯: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମେରାଇନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଜଣେ ଯୁବକ ପ୍ରେମରେ ଫସାଇ ବିବାହ  ପ୍ରତିଶ୍ରୁତି ଦେଇ…

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଟ୍ରସଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ…

ଲେଡି ବାଉନ୍ସର୍‌ ଭୂମିକାରେ ନଜର ଆସିବେ ତମନ୍ନା

ସାଉଥ୍‌ ଅଭିନେତ୍ରୀ ତମନ୍ନା ଭାଟିଆ ଲୁକ୍‌ ଏବଂ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ବାହୁବଳୀ-୧ରେ ଦମ୍‌ଦାର ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ତମନ୍ନା ଫିଲ୍ମ…

ଆସନ୍ତା ୯ ଯାଏ କର୍ନାଟକରେ ପ୍ରବଳ ବର୍ଷା: ସତର୍କ କଲା ଆଇଏମ୍‌ଡି

ବେଙ୍ଗାଲୁରୁ, ୫।୯: ବେଙ୍ଗାଲୁରୁ ଏବଂ ଉପକୂଳ କର୍ନାଟକର ବିଭିନ୍ନ ଅଞ୍ଚଳରେ ଆସନ୍ତା ୯ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତ ପାଣିପାଗ…

ଉଠା ଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ କାଟ୍‌: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

କେନ୍ଦୁଝର,୫ା୯(ସ୍ବ.ପ୍ର.): ସଦର ବ୍ଲକ ମଙ୍ଗଳାପଶି ଗ୍ରାମରେ ଥିବା ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ଉପରେ ସ୍ଥାନୀୟ ଗରିବ ଆଦିବାସୀ ଓ ଅଣଆଦିବାସୀ ଚାଷୀମାନେ ନିର୍ଭର କରି ଚଳିଆସୁଛନ୍ତି।…

ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍‌ ଲୁଟ୍‌: ବନ୍ଧା ହେଲେ ଯୁବକ

ବ୍ରହ୍ମପୁର ଅଫିସ,୫।୯: ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍‌ ଲୁଟ୍‌ ଘଟଣାରେ ବଡ଼ବଜାର ଥାନା ପୋଲିସ ସୋମବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସୁଶୀଲ…