ଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ବରଗଡ଼ ଅଫିସ୍‌,୩୦।୧୦: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଜାଣ୍ଡୋଲ(କନ୍ଧପଡ଼ା)ରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ବୁଣାକାର ପରିବାରର ୪ ସଦସ୍ୟଙ୍କ ମୃତଦେହ…

‘ଟିଆର୍‌ଏସ୍‌ର ୨୦-୩୦ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ଭାଜପା’

ହାଇଦ୍ରାବାଦ୍‌,୩୦।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟିଆରଏସ ବିଧାୟକ କିଣିବାକୁ ଭାଜପା ଚେଷ୍ଟା କରୁଥିବା ରବିବାର ଅଭିଯୋଗ କରିଛନ୍ତି। ମୁନୁଗୋଡେ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ…

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମର ଡେମୋ ଦେଖାଇଲେ ଅଭିଯୁକ୍ତ

ଖଲ୍ଲିକୋଟ,୩୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ବଜାରରେ ଥିବା ଏସ୍‌ବିଆଇ ବ୍ୟାଙ୍କର ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିବା ଅଭିଯୋଗରେ ଖଲ୍ଲିକୋଟ ପୋଲିସ ଜଣଙ୍କୁ…

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ଭାରତକୁ ଏହି ଟୁର୍ନାମେଣ୍ଟରେ ପ୍ରଥମ ପରାଜୟ ଚାଖିବାକୁ…

ଚାକିରି ଦେବା ନାଁରେ ଠକେଇ, ସମ୍ପର୍କୀୟ ଭାଇଙ୍କ ନାଁରେ ଏତଲା ଦେଲେ ଭଉଣୀ

ବ୍ରହ୍ମପୁର ଅଫିସ,୩୦ା୧୦: ବ୍ରହ୍ମପୁର ବଡବଜାର ଥାନା ଅଧୀନ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳର ପିଙ୍କି ଲେଙ୍କାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦିଲୀପ କୁମାର ଲେଙ୍କା ଏକ ଫାଇନାନ୍ସ କମ୍ପାନୀରେ…

ଭୁଶୁଡିଲା କୋଠା: ଚାଲିଗଲା ୫ ଜୀବନ

ଅମରାବତୀ,୩୦।୧୦: ମହାରାଷ୍ଟ୍ରର ଅମରାବତୀରେ ରବିବାର ଏକ ଦୁଇ ମହଲା କୋଠା ହଠାତ୍‌ ଭୁଶୁଡି ପଡିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ…

ଭାଙ୍ଗିଲା ଝୁଲା ପୋଲ: ଅନେକ ଲୋକ ନଦୀରେ ଫଶିଥିବା ଆଶଙ୍କା

ଅହମ୍ମଦାବାଦ,୩୦।୧୦: ଗୁଜରାଟର ମୋର୍ବିରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ମଚ୍ଛୁ ନଦୀରେ ନିର୍ମିତ ଝୁଲା ପୋଲ ହଠାତ୍‌ ଭାଙ୍ଗି ଯାଇଛି। ଦୁର୍ଘଟଣା ସମୟରେ ପୋଲ…

ବାଣ ବିସ୍ଫୋରଣରେ ଆହତ ଛାତ୍ରଙ୍କୁ ସହାୟତାର ସୁଅ

ମାଲକାନଗିରି,୩୦।୧୦(ଡି.ଏନ୍‌.ଏ): ଦୀପାବଳି ଅବସରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମାଟିହାଣ୍ଡିରେ ବାଣ ରଖି ଫୁଟାଇବାବେଳେ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ଛାତ୍ରଟି ଗୁରୁତର ଆହତ ହୋଇ ମାଲକାନଗିରି…

ଫିଲିପାଇନ୍ସରେ ପ୍ରବଳ ଝଡ଼: ୬୧ ମୃତ, ଅନେକ ନିଖୋଜ

ମନିଲା,୩୦ା୧୦: ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ରେ ଅନେକ ସ୍ଥାନ ପ୍ରଭାବିତ ହୋଇଛି। ଏହି ଝଡ଼ ଦ୍ୱାରା ଦକ୍ଷିଣ ମାଗୁଇଣ୍ଡାନାଓ ପ୍ରଦେଶର କୁସିଆଙ୍ଗ ଗାଁ ଅଧିକ…

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ନିର୍ଦ୍ଧାରିତ ୨୦…