ବଢିଲା ଶୀତ: ଜି.ଉଦୟଗିରିରେ ଖୋଲିଲା ଶୀତକାଳୀନ ଆଶ୍ରୟ ସ୍ଥଳୀ

ଜି.ଉଦୟଗିରି,୩୧ା୧୦(ଡି.ଏନ.ଏ.)-ଜି.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ସୋମବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ…

ମୋର୍‌ବି ଦୁର୍ଘଟଣା ପରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୟୁପିର ସମସ୍ତ ପୋଲର ହେବ ଯାଞ୍ଚ

ଲକ୍ଷ୍ନୌ,୩୧।୧୦: ଗୁଜୁରାଟର ମୋର୍‌ବି ସ୍ଥିତ ମାଛୁ ନଦୀ ବ୍ରିଜ ଉପରେ ଥିବା ଝୁଲାପୋଲ ଦୁର୍ଘଟଣା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଏହି ଘଟଣାରେ…

ଚତୁର୍ଥ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଭକ୍ତଙ୍କ ଭିଡ

ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ଧର୍ମ ମାସ କାର୍ତ୍ତିକର ଚତୁର୍ଥ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଉପସ୍ଥିତିରେ ଭକ୍ତମାନେ…

ଝୁଲାପୋଲ ଘଟଣାକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ଅହମଦାବାଦ,୩୧।୧୦: ଗୁଜରାଟର ମୋର୍‌ବି ସ୍ଥିତ ମାଛୁ ନଦୀରେ ରବିବାର ଏକ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୪ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି।…

କଏଦୀଙ୍କ ପାଇଁ ଗୁଟ୍‌ଖା ନେଇ ମହିଳା ୱାର୍ଡେନ ନିଲମ୍ବିତ

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପ କାରାଗାରରେ କଏଦୀଙ୍କ ପାଇଁ ଗୁଟ୍‌ଖା ନେଉଥିବା ବେଳେ ଧରାପଡ଼ି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେ ହେଲେ ମହିଳା ୱାର୍ଡେନ ରୀତା…

୫ ପିଙ୍କ୍‌ ବୁଥ୍‌ ପାଇଁ ନିୟୋଜିତ ପୋଲିଂ ଦଳକୁ ତାଲିମ

ଭଦ୍ରକ ଅଫିସ, ୩୧।୧୦-ଧାମନଗର ଉପନିର୍ବାଚନରେ ୫ ପିଙ୍କ୍‌ ବୁଥ୍‌ ଓ ୧୫ ଆଦର୍ଶ ବୁଥ୍‌ କରାଯାଇଛି। ଧାମନଗର ଏନ୍‌ଏସିର ଦକ୍ଷିଣବାଡ଼, ୧୧୧ ନଂ. ବୁଥ୍‌ ମହେନ୍ଦ୍ର ନୋଡାଲ…

ବନ୍ଦୀଙ୍କ ଭୋଟ ଦେବା ଅଧିକାର: କେନ୍ଦ୍ର, ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧।୧୦: ଜନପ୍ରତିନିଧି ଆଇନରେ ବନ୍ଦୀମାନଙ୍କୁ ଭୋଟ ଅଧିକାର ଦିଆଯାଇ ନ ଥିବାରୁ ଏହାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି…

ପୁରୁଣା ବିଲ୍ଡିଂରେ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ

ନୂଆଦିଲ୍ଲୀ,୩୧।୧୦: ନୂଆ ପାର୍ଲାମେଣ୍ଟ ବିଲ୍ଡିଂର କେତେକ ନିର୍ମାଣ କାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ ହୋଇ ନ ପାରେ। ସେଥିପାଇଁ ଆଗାମୀ ଶୀତ ଅଧିବେଶନ ପୁରୁଣା ବିଲ୍ଡିଂରେ ଅନୁଷ୍ଠିତ…

‘ଅପୂର୍ବା’ର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ୍‌ର ଅପ୍‌କମିଂ ଫିଲ୍ମ ‘ଅପୂର୍ବା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏହା ଏକ ନାରୀକୈନ୍ଦ୍ରୀକ ଫିଲ୍ମ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାରା…

ଭୁଲ୍‌ ଇଞ୍ଜେକେସନ ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ – ଉଦଳା ଡାକ୍ତରଖାନାରେ ଉତ୍ତେଜନା

ଉଦଳା,୩୧ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ଭୁଲ୍‌ ଇଞ୍ଜେକସନ ଯୋଗୁ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ…