ଜଳିଗଲା ୨୦ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭଞ୍ଜନଗର,୩୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଲିଆପଟା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିରେ ଅଶୋକ ନାୟକ, କୃଷ୍ଣ ନାୟକ, ଦୟା…

ଲାଞ୍ଚ ନେବେ ନାହିଁ କି ଦେବେ ନାହିଁ: ଶପଥ ପାଠ କଲେ ଅଧିକାରୀ

ଭଦ୍ରକ ଅଫିସ, ୩୧।୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ସୋମବାର ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୩୧।୧୦(ସ୍ବ.ପ୍ର.): ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ଜଜ୍‌ ଅନୀଲ କୁମାର ଦତ୍ତ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଜଣେ ୩୧ ବର୍ଷୀୟ ଯୁବକଙ୍କୁ…

କାର୍ତ୍ତିକ ଚତୁର୍ଥ ସୋମବାରରେ ପଞ୍ଚାନନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୋରଡା,୩୧ା୧୦(ଡି.ଏନ୍‌.ଏ): କାର୍ତ୍ତିକ ଚତୁର୍ଥ ସୋମବାର ଅବସରରେ ସୋରଡ଼ା ପଞ୍ଚାନନ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଗଞ୍ଜାମ ସମେତ କନ୍ଧମାଳ ଓ ଗଜପତି ଜିଲାରୁ ପରିବାର…

ମୋଗାଡିଶୁ କାର ବୋମା ବିସ୍ଫୋରଣକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ/ମୋଗାଡିଶୁ,୩୧।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏପରି କି ବିସ୍ଫୋରଣରେ ୩ଶହ…

ହିଜାବ ବିରୋଧୀ ପ୍ରଦର୍ଶନ: ଯୁବ ସେଲିବ୍ରିଟିଙ୍କୁ ପିଟିପିଟି ମାରିଦେଲା ପୋଲିସ

ତେହେରାନ, ୩୧।୧୦: ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ହିଂସାଭିମୁଖୀ ହେବାରେ ଲାଗିଛି। ଏହି ପ୍ରଦର୍ଶନରେ ଯୋଗ ଦେଇଥିବା ଜଣେ ୧୯ ବର୍ଷୀୟ ସେଲିବ୍ରିଟି ରୋଷେୟା ମେହେରଶାଦ ଶାହିଡିଙ୍କୁ…

ସାପ କାମୁଡାରେ ଚାଲିଗଲା ନାବାଳକଙ୍କ ଜୀବନ

ପାପଡାହାଣ୍ଡି,୩୧।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଡମୁ…

ବାଇକ୍‌-କାର ମୁହାଁମୁହିଁ: ଫେରାର କାରକୁ ଧରିଲେ ଗ୍ରାମବାସୀ

ଦାରିଙ୍ଗବାଡି,୩୧।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପଟାଙ୍ଗି ଗ୍ରାମ ନିକଟରେ ସୋମବାର ଏକ ବାଇକ୍‌-କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍‌ ଚାଳକ ଗୁରୁତର…

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଶନିଙ୍କ ସହ ଚନ୍ଦ୍ର ରହୁଥିବାରୁ ଘରକୁ ବନ୍ଧୁ ଆସିପାରନ୍ତି। ପରିବାର ଲୋକମାନଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସଭାସମିତିରେ ନିଜର ସୀମା…

ଝୁଲାପୋଲ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରୁଷିଆ ରାଷ୍ଟ୍ରପତି

ମସ୍କୋ,୩୧।୧୦: ଗୁଜରାଟର ମୋର୍‌ବି ସହରରେ ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସମବେଦନା ଜଣାଇଛନ୍ତି। ସୋମବାର କ୍ରେମଲିନ ୱେବସାଇଟରେ ପ୍ରକାଶିତ…