ଚନ୍ଦ୍ରଚୂଡ଼ଙ୍କ ଶପଥ ଗ୍ରହଣକୁ ରୋକିବା ପିଟିଶନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧୧ : ଦେଶର ନୂତନ ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଶପଥ ଗ୍ରହଣ ବିରୋଧରେ ଦାଖଲ ହୋଇଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି…

ଓଲଟି ପଡ଼ିଲା ବସ୍‌: ୬ ଗୁରୁତର

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲା ପାଣିକୋଇଲି ଥାନା ୧୬ନମ୍ବର ଜାତୀୟ ରାଜପଥ ସାହାପୁର ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌…

ନିର୍ମାଣ କାର୍ଯ୍ୟ ବନ୍ଦ, ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଦେବେ କେଜ୍ରିଓ୍ବାଲ ସରକାର…

ନୂଆଦିଲ୍ଲୀ,୨।୧୧ : ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି।…

ଉପଦ୍ରବ କରୁଥିବା ହାତୀକୁ କରାଗଲା ଟ୍ରାଙ୍କୁଲାଇଜ

ଖୋର୍ଦ୍ଧା ଅଫିସ, ୨।୧୧: ଉପଦ୍ରବ କରୁଥିବା ଅମାନିଆ ହାତୀକୁ ବୁଧବାର ଟ୍ରାଙ୍କୁଲାଇଜ କରାଯାଇଛି। ପରେ ତାକୁ ଟାଙ୍ଗୀ ରେଞ୍ଜ ପଟିଆ ଜଙ୍ଗଲକୁ ବନ ବିଭାଗ ନେଇଛି। ହାତୀକୁ…

ମରିୟମଙ୍କ ଅଭିଯୋଗ, ସେନା ମୁଖ୍ୟ ନିଯୁକ୍ତିରେ ବାଧା ସୃଷ୍ଟି କରୁଛନ୍ତି ଇମ୍ରାନ୍‌…

ଇସଲାମାବାଦ,୨।୧୧ : ଶାସକ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ର ଉପାଧ୍ୟକ୍ଷା ମରିୟମ ନୱାଜ ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି…

ଧାନଗଦାରେ ଲାଗିଲା ନିଆଁ: ଜଳିଗଲା ୧ ଲକ୍ଷ ଟଙ୍କାର ଊର୍ଦ୍ଧ୍ୱ ସମ୍ପତ୍ତି

ପାପଡ଼ାହାଣ୍ଡି,୨।୧୧(ଡି.ଏନ୍‌.ଏ.): ଧାନଗଦାରେ ନିଆଁ ଲାଗି ଜଳିଗଲା ସୁନାର ଫସଲ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗାଁର ଯଦୁ ମାଝୀଙ୍କ ଖଳାରେ।…

ଜିନପିଙ୍ଗ୍‌-ଶେହବାଜ ଭେଟ, ସିପିଇସି ବିସ୍ତାର ପାଇଁ ସହମତି…

ବେଜିଂ,୨।୧୧ : ବୁଧବାର ବେଜିଂରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ…

ସଫଳ ବୈବାହିକ ଜୀବନ ପାଇଁ କ‘ଣ କୁହନ୍ତି ଚାଣକ୍ୟ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ବୈବାହିକ ଜୀବନ ବିଷୟରେ କହିଛନ୍ତି। ଚାଣକ୍ୟ କହିଛନ୍ତି, ସ୍ତ୍ରୀ-ସ୍ବାମୀ ସମ୍ପର୍କ ରଥର ଦୁଇଟି ଚକ ପରି। ପରିବାର ଚଳାଇବାବେ ଉଭୟଙ୍କର ଗୁରୁତ୍ୱପୂର୍ଣ୍ଣ…

ଟସ୍‌ ଜିତିଲା ବାଂଲାଦେଶ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ…

ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ

ଆଠଗଡ,୨।୧୧(ଡି.ଏନ.ଏ): ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶକ କରିବେ ଭକ୍ତ। ଝୁଲାପୋଲ ନିକଟରେ ଏକ ବଡ ଏଲ୍‌ଇଡି ଟିଭି ଲଗାଯିବ। ଏହି ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଭକ୍ତ ଦର୍ଶନ…