୧୨୦୦ ଆଶାୟୀଙ୍କୁ ନିଯୁକ୍ତି ସୁଯୋଗ

କାମାକ୍ଷାନଗର, ୭।୧୧(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ ପରିସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଆନୁକୂଲ୍ୟରେ ରବିବାର କୌଶଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ…

୪ ଆସନରେ ଭାଜପା ବିଜୟୀ

ନୂଆଦିଲ୍ଲୀ,୭ା୧୧: ନିକଟରେ ଅନୁଷ୍ଠିତ ୬ ରାଜ୍ୟର ୭ ବିଧାନସଭା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ଏଥିରୁ ଗୈରିକ ଦଳ ୪ ଆସନ ଦଖଲ କରିଥିବାବେଳେ ରାଷ୍ଟ୍ରୀୟ…

ବିଫଳ ହୋଇଛି ବିମୁଦ୍ରୀକରଣ

ମୁମ୍ବାଇ,୭।୧୧: ଲୋକଙ୍କ ପାଖରୁ ନଗଦ ଟଙ୍କା ଛଡ଼ାଇ ନେଇ କ୍ୟାଶଲେସ୍‌ ଟ୍ରାଞ୍ଜାକ୍ସନର ସ୍ବପ୍ନ ଦେଖାଇଥିବା କେନ୍ଦ୍ର ସରକାର ଏବେ ବାସ୍ତବତାକୁ ଅନୁଭବ କରିବାର ସମୟ ଆସିଯାଇଛି। ବିମୁଦ୍ରୀକରଣକୁ…

ଲୋକତନ୍ତ୍ର ବିପଦରେ: ଓବାମା

ୱାଶିଂଟନ,୭ ।୧୧: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସମାବେଶରେ ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି ।…

ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

ଫୁଲବାଣୀ ଅଫିସ/ଟିକାବାଲି, ୭ା୧୧:କନ୍ଧମାଳ ଜିଲା ଟିକାବାଲି ମୁଖ୍ୟାଳୟରେ ପାନୀୟ ଜଳର ଘୋର ସମସ୍ୟା ା ଆଜି ଯାଏ ଲୋକଙ୍କୁ ଠିକ୍‌ ଭାବେ ପାନୀୟ ଜଳ ମିଳୁ ନାହିଁ…

ଖର୍ଚ୍ଚ ହେଲା ୧୭ଲକ୍ଷ, ଟଙ୍କାକର ଫାଇଦା ନାହିଁ

ଖଇରା, ୭ା୧୧(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମ ନିକଟରେ ଥିବା ପଏଣ୍ଟ-୨ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୧୭ଲକ୍ଷ…

ଅନ୍ଧାରରେ ସାନଘାଗରା

କେନ୍ଦୁଝର,୭ା୧୧(ସ୍ବ.ପ୍ର.):ଶୀତର ଆଗମନ ସହିତ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରସଜବାଜ ହେଉଛି। ତେବେ ରାଜ୍ୟର ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ଅବସ୍ଥା ଏ…

ନିଯୁକ୍ତି ଦାବିରେ ମେଳି ବାନ୍ଧିଲେ ବିସ୍ଥାପିତ

ଯାଜପୁର ଅଫିସ/କଳିଙ୍ଗନଗର,୭ା୧୧ (ଡି.ଏନ.ଏ.):ଶିଳ୍ପ, ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଅଶାନ୍ତକର ପରିସ୍ଥିତି ଉପୁଜୁଛି। ଆନ୍ତରିକତାର ସହ ବିସ୍ଥାପିତଙ୍କ…

ଆଜିଠାରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୭ା୧୧(ସ୍ବ.ପ୍ର.):ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ସୋମବାରଠାରୁ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୮ ଦିନ ଧରି ଚାଲିବ। ଏହାକୁ ଉଦ୍‌ଘାଟନ କରିବେ ରାଜସ୍ବ…

ମୂକସାକ୍ଷୀ ପାଲଟିଛି ନୌବାଣିଜ୍ୟ କେନ୍ଦ୍ର ଜମ୍ବୁ ଦ୍ୱୀପ

ମହାକାଳପଡ଼ା, ୭ା୧୧(ଡି.ଏନ୍‌.ଏ.): ଦିନ ଥିଲା ବଙ୍ଗୋପସାଗର ପୂର୍ବ ଉପକୂଳ ପ୍ରାଚୀନ ଐତିହ୍ୟ ନୌବାଣିଜ୍ୟ ପେଣ୍ଠସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ଦ୍ୱୀପ ଦେଇ ସୁଦୂର ବିଦେଶକୁ…