ବାଲିଯାତ୍ରା

ଆରମ୍ଭ ହୋଇସାରିଛି କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ୨ବର୍ଷ ପରେ ବିନା କରୋନା କଟକଣାରେ ସଭିଁଏ ବାଲିଯାତ୍ରାରେ ମଉଜ ମଜଲିସ୍‌ କରୁଛନ୍ତି। କିଏ ବିଭିନ୍ନ ପ୍ରକାର ଦୋଳି…

ଅସାବଧାନତାରୁ ଜୀବନ ହାନି

ଭୁବନେଶ୍ୱର,୭।୧୧ବ୍ୟୁରୋ):ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ସଡ଼କ ଦୁର୍ଘଟଣାରେ ରୋକ ଲଗାଯାଇ ପାରୁନାହିଁ। ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ…

‘ସରକାର ଗଢିଲେ ମୋରବିରେ ନିର୍ମାଣ ହେବ ନୂଆ ପୋଲ’- ପୋଲ ଭାଙ୍ଗିବା ଘଟଣାରେ ଦାୟୀ ଲୋକଙ୍କୁ ଦିଆଯାଉଛି ସୁରକ୍ଷା: କେଜରିୱାଲ

ନୂଆଦିଲ୍ଲୀ,୭ ।୧୧: ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଅର୍ଥାତ୍ ୬ ନଭେମ୍ବରରେ ଅଭିଯୋଗ କରିଛନ୍ତି, ଗୁଜରାଟର ମୋରବି…

ପାକିସ୍ତାନ ପୋଲିସ କ୍ୟାମ୍ପ୍‌ରେ ଆକ୍ରମଣ: ୫ ପୋଲିସ କର୍ମଚାରୀ ମୃତ

କରାଚୀ, ୬।୧୧: ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଅଧୀନ ରୋଣ୍ଟି ଏବଂ ଘୋଟ୍‌କିରେ ଥିବା ପୋଲିସ କ୍ୟାମ୍ପ୍‌ ଉପରେ ୧୫୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ଡକାୟତ ଆକ୍ରମଣ କରିଛନ୍ତି। ଆକ୍ରମଣରେ…

ଆକ୍ରମଣ ସ୍ଥଳରୁ ପୁଣି ପଦଯାତ୍ରା ଆରମ୍ଭ କରିବେ ଇମ୍ରାନ୍‌

ଇସ୍‌ଲାମାବାଦ,୬।୧୧: ପାକିସ୍ତାନ ସରକାରଙ୍କ ବିରୋଧ ଶୋଭାଯାତ୍ରାରେ ବାହାରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପଞ୍ଜାବ ପ୍ରଦେଶର ଓ୍ବଜିରାବାଦରେ ଆକ୍ରମଣ କରାଯାଇଥିଲା। ଆତତାୟୀଙ୍କ ଗୁଳିରେ ସେ ଗୁରୁତର ଆହତ…

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ରାୟଗଡ଼ା ଅଫିସ,୬।୧୧: ରାୟଗଡ଼ା ରେଳଷ୍ଟେଶନଠାରେ ରବିବାର ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ବିଶାଖାପାଟଣାରୁ ରାୟଗଡ଼ା ଆସି ଷ୍ଟେଶନରେ ଛିଡା ହୋଇଥିବା ବେଳେ ହଠାତ୍‌ ବଗିରେ…

ଧାମନଗରବାସୀଙ୍କ ସ୍ନେହ, ଶ୍ରଦ୍ଧାର ବିଜୟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଯ ବିଜୟୀ ହୋଇଛନ୍ତି। ଫଳାଫଳ ଘୋଷଣା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ଏହା ଧାମନଗରବାସୀଙ୍କ ବିଜୟ…

‘ଟୁଇଟର୍‌’ର ସମର୍ଥନ କଲେ କଙ୍ଗନା

ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ରୋକଠୋକ ଜବାବ ରଖୁଥିବା ବଲିଉଡ ରାଣୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ବ୍ୟସ୍ତ ଅଛନ୍ତି। କଙ୍ଗନା ଇନଷ୍ଟାଗ୍ରାମ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୨)

ଜାତୀୟ କଳାକାରଙ୍କ ଶିବିର ଏବଂ ଚଳଚ୍ଚିତ୍ର ମହୋତ୍ସବ ଭୁବନେଶ୍ୱରର ଏକାମ୍ର ହାଟରେ ଉଦ୍ଘାଟିତ ହୋଇଥିଲା କଟକ ବାଲିଯାତ୍ରା ତଳ ପଡିଆ ମୁଖ୍ୟ ତୋରଣ ସମ୍ମୁଖରୁ ସିଏମସି ପକ୍ଷ୍ୟରୁ…

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

ଦିଗପହଣ୍ଡି,୬।୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ରୋଡ୍‌ସ୍ଥିତ ସନ୍ଥ ନିରାକାରୀ ସତ୍‌ସଙ୍ଗ ନିକଟରେ ରବିବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଦିଗପହଣ୍ଡି ସାହାଣୀ ସାହିର ୩…