ଚାକିରି ଦେବା ନାଁରେ ଟଙ୍କା ଲୁଟ୍‌, ୪ ନକଲି ନାଭାଲ ଅଫିସରଙ୍କୁ ଧରିଲା ପୋଲିସ

ଗଜପତି,୧୭।୯(ଡି.ଏନ୍‌,ଏ.): ପାରଳାଖେମୁଣ୍ଡି ପୋଲିସ କବ୍‌ଜାରେ ନକଲି ନାଭାଲ ଅଫିସର ଟିମ୍‌ । ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗକୁ ଭିତ୍ତି କରି ପାରଳାଖେମୁଣ୍ଡି…

ପ୍ରଥମ ଥର ପାଇଁ ମହିଳା ପାଇଲଟ ଚଳାଇବେ ଚିନୁକ ହେଲିକପ୍ଟର…

ନୂଆଦିଲ୍ଲୀ, ୧୭।୯ : ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟରକୁ ଦୁଇଜଣ ମହିଳା ପାଇଲଟ ପ୍ରଥମ ଥର ପାଇଁ ଉଡାଇବାର ଦେଖିବାକୁ ମିଳିବ। ଏହା ପ୍ରଥମ ଥର ପାଇଁ…

ଆମ ସିଂହ ଭାରତ ଯୋଡ ଯାତ୍ରାରେ, ତେଣୁ ଭାଜପା ଆଣିଛି ବିଦେଶୀ ଚିତା…

ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆଣାଯାଇଥିବା ଚିତାକୁ ଛାଡ଼ିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ଦୁର୍ଭାଗ୍ୟଜନକ…

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି, ଟିଆରଏସ ନେତା ସାମ୍ନାରେ ଠିଆ କରିଦେଲେ କାର

ହାଇଦ୍ରାବାଦ,୧୭ ।୯: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ସାମ୍ନାକୁ ଆସିଛି । ତେଲେଙ୍ଗାନା ମୁକ୍ତ ଦିବସ ଅବସରରେ ହାଇଦ୍ରାବାଦ ପହଞ୍ଚିଥିବା ଅମିତ ଶାହଙ୍କ…

ନେପାଳରେ ଭୂସ୍ଖଳନ: ୧୭ ମୃତ…

କାଠମାଣ୍ଡୁ, ୧୭।୯ : ପ୍ରବଳ ବର୍ଷା ଯୋଗୁ ପଶ୍ଚିମ ନେପାଳର ଅଛାମ ଜିଲାରେ ଏକ ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ…

ଧାର୍ମିକ ମୌଳବାଦ ଦେଶରେ ଚରମ ସୀମାରେ, ସ୍ଥିତି ବିପଜ୍ଜନକ: କେସିଆର୍‌…

ହାଇଦ୍ରାବାଦ,୧୭।୯ : ଶନିବାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଅଭିଯୋଗ କରିଛନ୍ତି ଯେ ଦେଶରେ ତଥା ତେଲେଙ୍ଗାନାରେ ସାମ୍ପ୍ରଦାୟିକ ଗୋଷ୍ଠୀ ସମାଜକୁ ବିଭାଜନ କରିବାକୁ ଚେଷ୍ଟା…

ଚିତାସହ ଫଟୋ ଶେୟାର କଲେ କଂଗ୍ରେସ ନେତା, କହିଲେ ଧ୍ୟାନ ହଟାଇବାକୁ ତମାସା କରୁଛନ୍ତି ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଅର୍ଥାତ୍ ୧୭ ସେପ୍ଟେମ୍ବରରେ ଦେଶକୁ ଏକ ବଡ ଉପହାର ଦେଇଛନ୍ତି । ମୋଦି ମଧ୍ୟ ପ୍ରଦେଶର କୁନୋ…

ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ ଜାପାନ ସମ୍ରାଟ୍‌

ଟୋକିଓ,୧୭।୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସୋମବାର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯିବ। ନିମନ୍ତ୍ରଣ ରକ୍ଷା ସହ ବ୍ରିଟେନ୍‌ ରାଜପରିବାରକୁ ସମ୍ମାନ ଜଣାଇ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…

ଭାଙ୍ଗିଲା ଲେଡି ଡନ୍‌ ରଞ୍ଜୁଙ୍କ ଘର

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଲେଡି ଡନ୍‌ ତଥା ଡ୍ରଗ୍ସ ବେପାରୀ ରଞ୍ଜୁଙ୍କ ଭୁବନେଶ୍ୱର ନାରାୟଣବସ୍ତିରେ ଥିବା ଘରକୁ ପୋଲିସ ଶନିବାର ଭାଙ୍ଗି ଦେଇଛି। ସୂଚନାଯୋଗ୍ୟ, ରଞ୍ଜୁ ଓ ତାଙ୍କ ସହଯୋଗୀ…