ମେକ୍ସିକୋ ବାରରେ ଫାୟରିଂ, ୧୦ ମୃତ

ମେକ୍ସିକୋ ସିଟି,୨୩ ।୯: ମେକ୍ସିକୋର ଏକ ବାରରେ ଜଣେ ଅଜ୍ଞାତ ବନ୍ଧୁକ ଧାରୀ ଆଖିବୁଜା ଗୁଳିଚାଳନା କରିବାରୁ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ପାର୍ବଣ ପୂର୍ବରୁ ମୂଲ୍ୟ ବଢ଼ାଇଲା ହିରୋ

ନୂଆଦିଲ୍ଲୀ,୨୩।୯: ଚଳିତ ବର୍ଷଣ ପାର୍ବଣ ପୂର୍ବରୁ ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ବିଭିନ୍ନ ବର୍ଗର ବାଇକ ମୂଲ୍ୟ ଉପରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ…

ଉତ୍ପାଦନ-ଆର୍ଥିକ ମାନଦଣ୍ଡରେ ନାଲ୍‌କୋର ଦୃଢ଼ ପ୍ରଦର୍ଶନ

ଭୁବନେଶ୍ୱର,୨୩।୯:ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ୪୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…

ପୁନର୍ଗଠିତ ହେବ ଓଡ଼ିଶା ସମବାୟ ସେବାବର୍ଗ

ଭୁବନେଶ୍ବର,୨୩ା୯(ବ୍ୟୁରୋ): ଓଡିଶା ସମବାୟ ସେବାବର୍ଗ ହେଉଛି ଓଡିଶା ପ୍ରଶାସନିକ ସେବାବର୍ଗର ଗୋଟିଏ ଅଂଶ। ବର୍ତ୍ତମାନ ନିବନ୍ଧକ ସମବାୟ ସମିତି ସମୂହ, ଓଡିଶାଙ୍କ କାର୍ଯ୍ୟଭାର, ଦାୟିତ୍ୱ ଓ ଉତ୍ତରଦାୟିତ୍ୱ…

ବିଗ୍‌ବସ୍‌କୁ ଆସିବା ପାଇଁ ଶିଳ୍ପାଙ୍କ ସ୍ବାମୀ ଦାବି କରୁଛନ୍ତି ଏତିକି କୋଟି, ଫି’ ଜାଣିଲେ ଚମକି ପଡ଼ିବେ

ମୁମ୍ବାଇ: ବିଗ୍‌ବସ୍‌- ୧୬ରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଶୋ’ରେ ଭାଗ ନେବା ପାଇଁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି।…

ଆସନ୍ତା ୨୫ରେ ଟେଲିଭିଜନରେ ପ୍ରସାରିତ ହେବ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ଏସ୍‌ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳିତ ବର୍ଷ ସୁପରହିଟ୍‌ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ଏହି ଫିଲ୍ମଟି ମାର୍ଚ୍ଚ ୨୪ରେ ପରଦାକୁ ଆସିଥିଲା।…

ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ

ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ ବୈଠକରେ…

ସୁପ୍ରିମକୋର୍ଟରେ ବଂଶଧାରା ମାମଲା ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ,୨୩ା୯:ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଏର ଏକାଧିକ ପିଟିଶନର ଶୁଣାଣିକୁ ଗୁରୁବାର ସର୍ବୋଚ୍ଚ ଅଦାଲତ ଘୁଞ୍ଚାଇ ଦେଇଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ.…

ସ୍ତ୍ରୀ ଖୁସି ପାଇଁ ଅନ୍ୟର ପିଲାକୁ ହସ୍ପିଟାଲରୁ ନେଇଥିଲେ ସ୍ବାମୀ

ରାୟଗଡ଼ା ଅଫିସ,୨୩ା୯: ପ୍ରସବ ବେଳେ ନିଜ ସନ୍ତାନ ନଷ୍ଟ ହୋଇଯିବାରୁ ସ୍ତ୍ରୀ ଭାଙ୍ଗିପଡ଼ିଥିଲେ। ଫଳରେ ଅନ୍ୟର ଶିଶୁପୁତ୍ରକୁ ଡାକ୍ତରଖାନାରେ ଏକା ଦେଖି ସ୍ବାମୀ ଘରକୁ ନେଇଗଲେ। ହେଲେ…

ଉଲଗ୍ନ ଅବସ୍ଥାରେ ଘରକୁ ଚାଲିଚାଲି ଗଲେ ଗଣବଳାତ୍କାର ପୀଡ଼ିତା

ମୋରଦାବାଦ, ୨୩ା୯: ଉତ୍ତରପ୍ରଦେଶର ମୋରଦାବାଦରୁ ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୫ ବର୍ଷୀୟା ବାଳିକା ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲିଚାଲି ଯାଉଥିବାର ସିସିଟିଭି ଫୁଟେଜ୍‌…