ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କବଳରେ ଅବସ୍ଥାନ କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅଟକି ରହିଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହେବ…

ନାଁ ନ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରହମାନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କଡଙ୍କର ଏବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏବେ ନେହା ଟ୍ରୋଲର…

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବୌଦ୍ଧ, ୨୭।୯(ଡି.ଏନ୍‌.ଏ.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଔଷଧ ବିତରଣ କେନ୍ଦ୍ରରେ ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ…

ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ଥରୁର

ନୂଆଦିଲ୍ଲୀ,୨୭।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରୁର ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ। ସେପ୍ଟେମ୍ବର ୩୦ ପୂର୍ବାହ୍ନ ୧୧ଟାରେ…

ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି, ନଡ୍ଡାଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୭।୯ : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗନ ପ୍ରକାଶ ନାଡ୍ଡା ମଙ୍ଗଳବାର ଦିଲ୍ଲୀରେ ରାଜ୍ୟ ଦାୟିତ୍ୱରେ ଥିବା ମୁଖ୍ୟଙ୍କ ସହିତ ବୈଠକ କରି…

୨୪୦ ତୀର୍ଥଯାତ୍ରୀ ଯିବେ ପାକିସ୍ତାନ…

ନୂଆଦିଲ୍ଲୀ, ୨୭।୯ : ଅକ୍ଟୋବର ୨୮ରେ ଭାରତରୁ ୨୪୦ ଶିଖ ସମ୍ପ୍ରଦାୟର ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିବେ। ସମସ୍ତେ ଗୁରୁଦ୍ୱାର ପଞ୍ଜା ସାହିବରେ ସାକା ପଞ୍ଜା ସାହିବ…

୫ ଷ୍ଟାର୍‌ ହୋଟେଲରେ ନୁହଁ,ବରଂ ୧୭୬ ବର୍ଷ ପୁରୁଣା ମିଲ୍‌ରେ ହେବ ରିସେପ୍ସନ୍‌

ଆଉ କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା। ଉଭୟଙ୍କ ବିବାହ ଯେତେ ପାଖେଇ ଆସୁଛି…

ଜେଲରେ ବିତିବ ସଞ୍ଜୟଙ୍କ ଦଶହରା…

ମୁମ୍ବାଇ, ୨୭।୯ : ମୁମ୍ବାଇର ପ୍ରସିଦ୍ଧ ପାତ୍ରା ଚୌଲ ସ୍କାମରେ ପ୍ରାୟ ଦୁଇମାସ ଧରି ଜେଲରେ ଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ଜାମିନ ଉପରେ ଶୁଣାଣି…

୧୫୦ରୁ ଅଧିକ ପିଏଫ୍‌ଆଇ-ଏସଡିପିଆଇ ସଦସ୍ୟ ଅଟକ …

ନୂଆଦିଲ୍ଲୀ, ୨୭।୯ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପପୁଲାର ଫ୍ରଣ୍ଟ…

ମଦୁରାଇରେ ଚଣ୍ଡିଗଡ଼ ଘଟଣାର ପୁନରାବୃତ୍ତି: ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା

ମଦୁରାଇ,୨୭ ।୯: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି ।…