ପାଗଳା ବିଲୁଆ ଆକ୍ରମଣରେ ୬ ଆହତ, ଜଣେ ଗୁରୁତର

ରାଜନଗର,୨୯ା୧୧(ଡି.ଏନ.ଏ.): ପାଗଳା ବିଲୁଆ ଆକ୍ରମଣରେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା…

ବିଶ୍ୱର ପ୍ରଥମ ନାଜାଲ କୋଭିଡ୍‌ ଟିକାକୁ ମଞ୍ଜୁରୀ

ପୁଣେ,୨୯।୧୧:ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକା ଆଇଏନ୍‌ସିଓଭିଏସିସିକୁ ମଞ୍ଜୁରୀ ମିଳିଛି। ଜରୁରୀ ସ୍ଥିତିରେ ଏହି ଟିକାର ପ୍ରାଥମିକ ସିରିଜ୍‌ ଏବଂ ହେଟେରୋଲୋଜିଅସ୍‌ ବୁଷ୍ଟରକୁ…

ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ, ପୁଅ

ନୂଆଦିଲ୍ଲୀ,୨୯।୧୧(ପି.ଟି.):ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟା ମାମଲାର ଆତଙ୍କ ମନରୁ ଲିଭି ନ ଥିବାବେଳେ ପୂର୍ବ ଦିଲ୍ଲୀରେ ଅନୁରୂପ ଏକ ହତ୍ୟା ଘଟଣା ପଦାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ…

ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ

ହୋନୋଲୁଲୁ, ୨୯।୧୧:ହାଓ୍ବାଇର ସମିଟ୍‌ କାଲଡେରାରେ ଥିବା ବିଶ୍ୱର ସବୁଠୁ ବଡ଼ ମାଉନା ଲୋଆ ଆଗ୍ନେୟଗିରିରୁ ରବିବାର ରାତିରୁ ଲାଭା ଉଦ୍‌ଗିରଣ ହେଉଛି। ୟୁ. ଏସ୍‌. ଜିଓଲୋଜିକାଲ ସର୍ଭିସ୍‌…

ଆନ୍ଦୋଳନ ଦମନ ପାଇଁ ବଳ ପ୍ରୟୋଗ

ବେଜିଂ,୨୯।୧୧:ଚାଇନାରେ କଠୋର କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜୋର୍‌ଦାର ହେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରାଯାଉଛି। ଆନ୍ଦୋଳନକୁ ଦମନ…

ଦମ୍ପତିଙ୍କୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

ବଡ଼ବିଲ,୨୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଲସର୍ଦା ଗାଁରେ ତେଜରାତି ଦୋକାନୀ ଦମ୍ପତିଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତି ପ୍ରାୟ ୮ଟା…

ଯଶୋବନ୍ତ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି

ବିରିଡି,୨୯।୧୧(ଡି.ଏନ.ଏ.): ଓଡ଼ିଆ ଭାଷା, ସଂସ୍କୃତିକୁ ଆଧ୍ୟାମତ୍ିକ ରଚନାବଳୀ ଦ୍ୱାରା ରୁଦ୍ଧିମନ୍ତ କରି ଓଡ଼ିଆ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ କରିବାକୁ ମଧ୍ୟଯୁଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ସାଧକ…

ସାହସୀ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା କପୁର ଖୁବ୍‌ଶିଘ୍ର ନିଜ ଆଗାମୀ ପ୍ରୋଜେକ୍ଟ୍‌ କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ କରିଥିବା ସବୁ ଫିଲ୍ମ ଆପେକ୍ଷା ଏହି ଫିଲ୍ମର କାହାଣୀ ସାଙ୍ଗକୁ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ଅହମ୍ମଦାବାଦ,୨୯।୧୧: ଆସନ୍ତା ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ତେବେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ…

ଚାଇନାରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ସମର୍ଥନ କଲା ଆମେରିକା, କହିଲା ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରିବାର ଅଧିକାର ରହିଛି

ୱାଶିଂଟନ,୨୯ ।୧୧: ଚାଇନାରେ ଲକଡାଉନକୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନକୁ ଆମେରିକା ସମର୍ଥନ କରିଛି । ଆମେରିକା କହିଛି ଚାଇନାରେ ଚାଲୁଥିବା ‘ଜିରୋ କୋଭିଡ ନୀତି’ କୌଣସି…