୨୭୪ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଚଳିତବର୍ଷ ୨୩ଟି ସ୍ପେଶାଲିଷ୍ଟ ବିଭାଗରେ ୨୪୯ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି…

ଟ୍ରିଲିୟନ ଡଲାର ଅର୍ଥନୀତି ଛୁଇଁବ ଓଡ଼ିଶା

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ନିକଟ ଭବିଷ୍ୟତରେ ଓଡ଼ିଶା ଟ୍ରିଲିୟନ(୧ ଲକ୍ଷ କୋଟି) ଡଲାର ଅର୍ଥନୀତିକୁ ଛୁଇଁବ। ଆମେ ହିଁ ହେବୁ ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର…

ଆମ ଦେଶରେ ରହିଛି ଏପରି ଅଦ୍ଭୁତ ଝରଣା: ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

ଆପଣ ନିଶ୍ଚିତ ଭାବରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ସୁନ୍ଦର ଦୃଶ୍ୟରାଜି ଦେଖିଥିବେ। ସେଠାକୁ ଯିବାକୁ ଇଚ୍ଛା ମଧ୍ୟ କରିଥିବେ। କିନ୍ତୁ ଆମ ଦେଶରେ ବି ଏମିତି…

ବ୍ରେନରେ ଚିପ ଲଗାଇ ବୁଲିବେ ମନୁଷ୍ୟ, ଦୃଷ୍ଟିବାଧିତଙ୍କୁ ବି ମିଳିବ ଆଲୋକ, ହେବ ନ୍ୟୁରାଲିଂକ ଟେକନିକ: ମସ୍କ

ୱାଶିଂଟନ,୨ ।୧୨: ଖୁବଶୀଘ୍ର ମନୁଷ୍ୟ ବ୍ରେନ୍ ଚିପ ଲଗାଇ ବୁଲିବାକୁ ବାହାରିବ । ଏହାସହ ଏହି ଚିପ ଦ୍ୱାରା ଦୃଷ୍ଟିବାଧିତଙ୍କୁ ଆଲୋକ ମିଳିବ । ଟେଲସା ସିଇଓ…

ବିରୋଧ ପରେ ଚାଇନାରେ କରୋନା ପ୍ରତିବନ୍ଧକ ଉପରେ ସାମାନ୍ୟ କୋହଳ, ପୂର୍ବତନ ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାର ପାଇଁ କଡା ସୁରକ୍ଷା

ବେଜିଂ,୨ ।୧୨: ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିୟାଂଗ ଜେମିନଙ୍କର ବୁଧବାର ପରଲୋକ ହୋଇଛି । ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…

ଦିଲ୍ଲୀ ଏମସିଡି ନିର୍ବାଚନ: ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨ ।୧୨: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ବି ରାଜନୀତି ବେଶ ସରଗରମ । ଏଠାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହୋଇଯିବ । ହେଲେ…

ମଧ୍ୟପ୍ରଦେଶରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌: ଶିବରାଜ

ଭୋପାଳ,୧।୧୨: ଆସାମ, ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ମଧ୍ୟ ଏକକ ନାଗରିକ ସଂହିତା ନିୟମ(ୟୁନିଫର୍ମ ସିଭିଲ କୋଡ୍‌) ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର…

ନିଶାଦ୍ରବ୍ୟ ସମ୍ପର୍କିତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଏଫ୍‌ଏମ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୨: ଏଫ୍‌ଏମ୍‌ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ମଦ, ଡ୍ରଗ୍ସ ଏବଂ ଗନ୍‌ କଲଚର ସମ୍ପର୍କୀତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଗୁରୁବାର କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ…

ଭାଇ ପଠାଇଥିବା ମନିଅର୍ଡର ସାଢେ ୪ବର୍ଷ ପରେ ପହଞ୍ଚିଲା ଭଉଣୀ ପାଖରେ

ଟେନ୍‌ସା,୧।୧୨(ଡି.ଏନ୍‌.ଏ.): ମାସେ ନୁହେଁ କି ଦୁଇ ମାସ। ବର୍ଷେ ନୁହେଁ କି ଦୁଇ ବର୍ଷ। ମନିଅର୍ଡର ପହଞ୍ଚତ୍ବାକୁ ଲାଗିଗଲା ସାଢେ ୪ବର୍ଷ। ଡାକବିଭାଗର ଅବହେଳା ପାଇଁ ଏଭଳି…

ଦେଶ ପାଇଁ ପଦକ ନିଲାମ କରୁଛନ୍ତି ଏହି ଆଥଲେଟ୍‌

କିଭ୍‌,୧ା୧୨: ୟୁକ୍ରେନର ଜଣାଶୁଣା ଅଲିମ୍ପିଆନ୍‌ ୟୁରି ଚେବାନ ଦେଶ ପାଇଁ ପଦକ ନିଲାମ କରୁଛନ୍ତି। ସେ ତାଙ୍କ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକକୁ ନିଲାମ…