ପୁଅ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି ସୋନମ

ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ମାତୃତ୍ୱର ସୁନ୍ଦର ଯାତ୍ରା ଉପଭୋଗ କରୁଛନ୍ତି। ନିକଟରେ ସେ ତାଙ୍କ ପୁଅ ବାୟୁକୁ ଦୁନିଆକୁ ସ୍ବାଗତ କରିଥିଲେ। ଚଳିତବର୍ଷ ବାୟୁଙ୍କ…

ବଦଳିଲା ଚୋରଙ୍କ ମନୋଭାବ : ମନ୍ଦିରରେ ରଖିଦେଲେ ଚୋରି ସାମଗ୍ରୀ

ଯୋଡ଼ା,୨୪ା୧୦(ଡି.ଏନ.ଏ): ପରିସ୍ଥିତିରେ ପଡ଼ି ହେଉ କିମ୍ବା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ଆଶାରେ କେହି କେହି ଚୋରି ଭଳି ଖରାପ ବାଟକୁ ବାଛିଥାନ୍ତି। ଏମିତି କିଛି ଲୋକ…

ସୁଚିସ୍ମିତାଙ୍କ ଆଜବେଷ୍ଟସ ଘରେ ଭିଜିଲାନ୍ସର ଛାନ୍‌ଭିନ: ଭିଣୋଇଙ୍କ ଘରୁ ହୋଇଛନ୍ତି ଫେରାର

ଭବାନୀପାଟଣା,୨୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିିଲା ଭବାନୀପାଟଣା ସଦର ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଏକ୍ସକ୍ୟାଡର ଶିକ୍ଷକଙ୍କ ଗୋଟିଏ ମାସର ଦରମା ଓ ଅନ୍ୟ ଅନୁଦାନ ନିଜ ଆକାଉଣ୍ଟକୁ…

ସୂର୍ଯ୍ୟୋପରାଗ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ ଅଫିସ୍‌,୨୪।୧୦: ଦୀପାବଳି ଅମାବାସ୍ୟ ଅବସରରେ ସୋମବାର ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆଜି ହିଁ ଦୀପଦାନ ଅନ୍ୟାନ୍ୟ…

ବନ୍ଦର ପୋତାଶ୍ରୟରେ ଲାଗିଲା ୪୦ରୁ ଊର୍ଦ୍ଧ୍ୱ ବୋଟ୍‌

ପାରାଦୀପ,୨୪।୧୦(ସ୍ବ.ପ୍ର.): ସମ୍ଭାବ୍ୟବାତ୍ୟା ପ୍ରଭାବରେ ଶନିବାରଠାରୁ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଏହାଦ୍ୱାରା ମହାନଦୀ ମୁହାଣରେ ପ୍ରଖର କରେଣ୍ଟ (ଅନ୍ତଶ୍ରୋତ) ପ୍ରବାହ ହେଉଛି। ଫଳରେ ସମୁଦ୍ରରେ ଥିବା ମାଛଧରା…

ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୪।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯାଉଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ବିଷୟରେ ଅନେକ ଭେଟେରାନ…

ପର୍ଯ୍ୟଟକଙ୍କ ଅପେକ୍ଷାରେ କୁଲଡିହା

ନୀଳଗିରି, ୨୪ା୧୦(ସ୍ବ.ପ୍ର.): ନଭେମ୍ବର ୧ରୁ ଖୋଲିବ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଏବେଠୁ ସଜେଇ ହେଲାଣି। କେସିପୁର…

ଆଶାର ଆଲୋକରେ କୁମ୍ଭକାର

କୋକସରା,୨୪।୧୦(ଡି.ଏନ୍‌.ଏ.): ଆଜି ଆଲୋକର ପର୍ବ ଦୀପାବଳି। ଏନେଇ ଗାଁଠୁ ସହର ଉତ୍ସବମୁଖର। ହେଲେ କିଛି ରୋଜଗାର ଆଶାରେ ସାପ୍ତାହିକ ହାଟ ବଜାର ସାଙ୍ଗକୁ ଘରକୁ ଘର ବୁଲି…

ସକ୍ରିୟ ମାମଲା ୨୪ ହଜାର ତଳେ…

ନୂଆଦିଲ୍ଲୀ, ୨୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…

କାର୍‌ଗିଲରେ ପ୍ରଧାନମନ୍ତ୍ରୀ ମୋଦି: ଯବାନଙ୍କ ସହ ପାଳିବେ ଦୀପାବଳି

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାରଗିଲ୍‌ରେ ପହଞ୍ଚିଛନ୍ତି। ସେ ଏଲଏସିରେ ସୀମା ସୁରକ୍ଷା କର୍ମୀଙ୍କ ସହ ଦୀପାବଳି ପାଳନ…