ପେନ୍‌ସନ୍‌ ଟଙ୍କାରେ ମାଗଣା ଶିକ୍ଷା ଦେଉଛନ୍ତି ଅମର

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଜୀବନର ସଫଳତା ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଯଦି ଶିକ୍ଷାରେ ଅର୍ଥ ବାଧକ ସାଜିବ, ତେବେ ସଫଳତା ପାଇବା ବି କଷ୍ଟ ହୋଇପଡ଼ିବ। କିନ୍ତୁ ମନୋବଳ ଦୃଢ଼…

ରହସ୍ୟ ହୋଇଯିବ କି ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ):ବ୍ଲାକ୍‌ମେଲର ମହିଳା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରି ବହୁ…

ମୁକ୍ତିକାନ୍ତଙ୍କୁ ଶିଶୁ ଭବନ ଛକରେ ଅଟକାଇଲା ପୋଲିସ୍‌

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ରାଉକେଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ବହୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହାର ପ୍ରତିବାଦରେ ସାମାଜିକ କର୍ମୀ ମୁକ୍ତିକାନ୍ତ…

ଆସନ୍ତା ମାସରୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଫେରି ସେବା

କଲମ୍ବୋ,୧୯ ।୧୨: ଭାରତ ଓ ଶ୍ରୀଲଙ୍କା ଆସନ୍ତା ମାସରୁ ଶ୍ରୀଲଙ୍କାର ଜାଫନା ଜିଲାରେ କାଂକେସଂତୁରଇ ବନ୍ଦର ଓ ପୁଡୁଚେରୀ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ କରିବେ…

ଆବର୍ଜନା ବଳୟରେ ସ୍ମାର୍ଟସିଟି ଜନବସତି

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ସ୍ମାର୍ଟସିଟିକୁ ସ୍ବଚ୍ଛ ତଥା ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁୁ ବ୍ୟାପକ ଯୋଜନା କରାଯାଉଛି। ହେଲେ ଯୋଜନାଗୁଡ଼ିକ ସେପରି ସଫଳ ତଥା ଦୀର୍ଘସ୍ଥାୟୀ ହୋଇପାରୁ…

ମାଷ୍ଟରମାଇଣ୍ଡ୍‌ଙ୍କ ସମେତ ୨ ଗିରଫ

ଢେଙ୍କାନାଳ ଅଫିସ/ଦେବଗଡ଼(ଡି.ଏନ୍‌.ଏ.), ୧୯।୧୨:ଓଡ଼ିଶାରେ ବଡ଼ଧରଣର ଜାଲନୋଟ ରାକେଟ୍‌ ଚାଲିଛି। ପଶ୍ଚିମରୁ କେନ୍ଦ୍ର ଓଡ଼ିଶା ଯାଏ ଲମ୍ବିଛି ଏହାର ଚେର। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ରଥପଦା…

ଆଉଥରେ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ):କୋରାପୁଟ ସଦର ଥାନା ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମ ରାସ୍ତାରେ ଭାରତମାଳା ଯୋଜନାରେ ଖୋଳାଯାଇଥିବା ଗାତରେ ପଡ଼ି ୪ଜଣ ଶିଶୁଙ୍କ ମୃତ୍ୟୁ ଘଟଣାକୁ ୫ ମାସରୁ…

ଓଡ଼ିଆରେ ହେବ ବିଜ୍ଞାନ, ବାଣିଜ୍ୟ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଏଣିକି ସ୍ନାତକ (ୟୁଜି) ଶିକ୍ଷାରେ ଭାଷା ଆଉ ପ୍ରତିବନ୍ଧକ ହେବ ନାହିଁ। ଓଡ଼ିଆ ଭାଷାରେ ସ୍ନାତକ ପଢ଼ିପାରିବେ ଛାତ୍ରୀଛାତ୍ର। ଏଥିସହିତ ଓଡ଼ିଆ ଭାଷାରେ ବି ହେବ…

ଚାଇନା-ଆମେରିକା ଭଳି ନୁହେଁ, ନିଜ ମଡେଲ ଅନୁଯାୟୀ କାର୍ଯ୍ୟ କରୁ ଭାରତ: ମୋହନ ଭାଗବତ

ନୂଆଦିଲ୍ଲୀ,୧୯।୧୨: ଭାରତ ଏକ ଧାର୍ମିକ ଦେଶ। ଭାରତର ବିକାଶର ଚିନ୍ତାଧାରା ଧର୍ମ ଏବଂ ଜୀବନ ଉପରେ ଆଧାରିତ। ଭାରତୀୟ ଚିନ୍ତାଧାରା ସହିତ ଧର୍ମ, ସଂସ୍କୃତି ଅନୁଯାୟୀ ଭାରତ…

ସାତ ଦିନ ମଧ୍ୟରେ ସରକାର ଗଠନ କରନ୍ତୁ ରାଜନୈତିକ ଦଳ, ରାଷ୍ଟ୍ରପତି ଭଣ୍ଡାରି ଦେଲେ ଅଲଟିମେଟମ

କାଠମାଣ୍ଡୁ,୧୯ ।୧୨: ନେପାଳରେ ନିର୍ବାଚନ ସରିଥିଲେ ବି ଏବେ ପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇପାରି ନାହିଁ । ରବିବାର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନେପାଳର…