ରପ୍ତାନି ବନାମ ଅଭାବୀ ବିକ୍ରି

ଯାଜପୁର ଅଫିସ,୧୯ା୧୨:ଚାଉଳ ଉପତ୍ାଦନରେ ଓଡ଼ିଶା ବଳକା ରାଜ୍ୟ ଭାବେ ବିବେଚିତ ହୋଇଛି। ଚାଉଳ ରପ୍ତାନି ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ଥିବା କୁହାଯାଉଛି। ଗତ ୫ ବର୍ଷ…

ଗୃହ ନାହିଁ, ସରପଞ୍ଚଙ୍କ ଘରେ ଚାଲିଛି ଅଫିସ କାମ

ପ୍ରୀତିପୁର,୧୯ା୧୨(ଡି.ଏନ୍‌.ଏ):ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ହଳଦିଡିହ ପଞ୍ଚାୟତ ଗଠନର ୨୦ ବର୍ଷ ପରେ ମଧ୍ୟ ଏଠାରେ ଅଫିସ ଗୃହ ନିର୍ମାଣ ହୋଇ ପାରିନାହିଁ। ରାଜସ୍ବ ଓ ବିପର୍ଯ୍ୟୟ…

ମିସେସ୍‌ ଓ୍ବାଲର୍‌ଡ ସରଗମ କୌଶଲ

ଭାରତର ସରଗମ କୌଶଲ ଚଳିତବର୍ଷର ମିସେସ୍‌ ଓ୍ବାଲର୍‌ଡ ଟାଇଟଲ୍‌ ନିଜ ନାମରେ କରିଛନ୍ତି। ୨୧ ବର୍ଷ ପରେ ଏହି ଟାଇଟଲ୍‌ ପୁଣି ଭାରତକୁ ଫେରିଛି। ଶନିବାର ଲସ୍‌ଭାଗସର…

ଅବହେଳିତ ଶ୍ୟାମସୁନ୍ଦର ଜୀଉ ମନ୍ଦିର

କାଏମା,୧୯ା୧୨(ଡି.ଏନ୍‌.ଏ.):ପ୍ରାଚୀନ ଐତିହ୍ୟ, ମଠ, ମନ୍ଦିରକୁ ନେଇ ଯାଜପୁର ଜିଲା ସର୍ବଜନବିଦିତ। ତେବେ ସେଥିମଧ୍ୟରୁ ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ଅରଙ୍ଗାବାଦ ଗ୍ରାମରେ ଥିବା ବୈଷ୍ଣବପୀଠ ଶ୍ୟାମସୁନ୍ଦର ଜୀଉ…

ଟ୍ରଲର ମାଡ଼ରେ ଯାଉଛି ଅଲିଭ୍‌ରିଡ୍‌ଲେଙ୍କ ଜୀବନ

ରାଜନଗର, ୧୯ା୧୨(ଡି.ଏନ.ଏ.):ହିନ୍ଦୁ ଶାସ୍ତ୍ରରେ ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ସ୍ଥାନ ଦିଆଯାଇଛି। ସମୁଦ୍ର ମନ୍ଥନ ସମୟରେ କଇଁଛଙ୍କ ପିଠିରେ ମନ୍ଦରାଚଳ ପର୍ବତକୁ ରଖାଯାଇ ଘୂର୍ଣ୍ଣନ କରିବାବେଳେ…

ପାର୍ଲାମେଣ୍ଟରେ ‘ଏମର୍ଜେନ୍ସି’ ଶୁଟିଂ ପାଇଁ ଅନୁମତି ଲୋଡ଼ିଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଶୁଟିଂ ପାର୍ଲାମେଣ୍ଟ ପରିସରରେ କରିବା ଲାଗି ଲୋକ ସଭା ସଚିବାଳୟର ଅନୁମତି ଲୋଡ଼ିଛନ୍ତି। ତାଙ୍କ ପତ୍ର ବିଚାରାଧୀନ…

ଅଭିନେତ୍ରୀଙ୍କୁ ଗିରଫ କଲା ଇରାନ

କାଇରୋ,୧୯।୧୨: ଇରାନ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବାବେଳେ ମିଥ୍ୟାର ପ୍ରସାର କରୁଥିବା ଅଭିଯୋଗରେ ଦେଶର ଖ୍ୟାତନାମା ଅଭିନେତ୍ରୀ ତାରାନେହ ଆଲିଦୁସ୍ତିଙ୍କୁ ଗିରଫ କରାଯାଇଛି। ଓସ୍କାର ବିଜୟୀ…

ମୁଖ୍ୟସ୍ରୋତରେ ଯୋଡ଼ିହେବେ ଜୁଆଙ୍ଗ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.)୧୯ା୧୨:ସମ୍ବେଦନଶୀଳ ତଥା ଅର୍ଥନୈତିକ ଅନଗ୍ରସର ଜୁଆଙ୍ଗକୁ ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ନିଶାସେବନ, ଶିକ୍ଷାର ଅଭାବ ଏହି…

ଚାଇନା ମାଲ୍‌ ଚାହିଦା କମୁଛି

ନୂଆଦିଲ୍ଲୀ ,୧୯।୧୨ (ଆଇଏଏନ୍‌ଏସ୍‌) : ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ନେଇ ଚଳିତ ବର୍ଷ ୫୮ ପ୍ରତିଶତ ଭାରତୀୟ ‘ମେକ୍‌ ଇନ୍‌ ଚାଇନା’ ସାମଗ୍ରୀ କିଣା ହ୍ରାସ କରିଛନ୍ତି।…

ପ୍ରଧାନମନ୍ତ୍ରୀ ହେବାକୁ ପ୍ରଚଣ୍ଡ ଆଗ୍ରହୀ

କାଠମାଣ୍ଡୁ ,୧୯।୧୨: ସିପିଏନ୍‌-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ ରବିବାର ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଭେଟିଛନ୍ତି। ସେ ନୂଆ ସରକାରରେ ପ୍ରଧାନମନ୍ତ୍ରୀ…