ଦୈନିକ ସଂକ୍ରମଣ ହଜାରେ ତଳେ, ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…

ହ୍ବାର୍ଟସ୍‌ଆପ ସର୍ଭର ଡାଉନ୍‌, ସେବା ବନ୍ଦ

ନୂଆଦିଲ୍ଲୀ,୨୫।୧୦: ଭାରତରେ ହ୍ବାର୍ଟସ୍‌ଆପ ଠପ୍‌ ହୋଇଯାଇଛି। ଆଜି ୧୨.୩୦ରୁ ଉପଭୋକ୍ତାମାନେ ହ୍ବାର୍ଟସାପ୍‌ ବ୍ୟବହାର କରିବାରେ ଅସମର୍ଥ ହୋଇପଡିଛନ୍ତି। ଏହାକୁ ନେଇ ଲୋକେ ଟୁଇଟରରେ ଅଭିଯୋଗ କରିଥିଲେ। ତେବେ…

ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ୟାମାକାଳୀ ପୂଜା

ବାଲିଗୁଡ଼ା,୨୫।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ୟାମାକାଳୀ ପୂଜା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୀପାବଳି ମଧ୍ୟରାତିରେ…

ଋଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ

ପୁରୁଷୋତ୍ତମପୁର,୨୫।୧୦(ଡି.ଏନ.ଏ): ଗାଧୋଉଥିବା ବେଳେ ଭାସିଗଲେ ୨ ଭାଇ। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଏଭଳି ଅଘଟଣ ଘଟିଛି।…

ଦୀପାବଳିରେ ଜେସିବି, ଟ୍ରାକ୍ଟର ପୋଡ଼ିଦେଲେ ମାଓବାଦୀ

ଫୁଲବାଣୀ ଅଫିସ,୨୫।୧୦: ରକ୍ତ ମୁଁହା ହୋଇଉଠିଛନ୍ତି ମାଓବାଦୀ। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମହିଳା ମାଓବାଦୀଙ୍କ ପ୍ରତିଶୋଧ ନେବାକୁ ଯାଇ ଦୁଇ ଦିନ ହେଲା ତାଣ୍ଡବ ଚଳାଇଛନ୍ତି…

ଆଜି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଋଷି ସୁନକ

ଲଣ୍ଡନ,୨୫।୧୦: ବିଟ୍ରେନର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେବେ ଋଷି ସୁନକ। ପ୍ରଥମ ଭାରତୀୟ ବଂଶୋଦ୍‌ଭବ ଭାବେ ବିଟ୍ରେନର ମଙ୍ଗ ଧରିବେ ସୁନକ। ଏହା ପୂର୍ବରୁ ବିଟ୍ରେନ…

ବାଂଲାଦେଶରେ ସ୍ଥଳଭାଗ ଛୁଇ ତାଣ୍ଡବ ରଚିଲା ସିତ୍ରାଙ୍ଗ

ଢାକା,୨୫।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରରେ ବାଂଲାଦେଶର ଭାଲା ନିକଟ ବାରିଶାଲ-ଚାଟୋଗ୍ରାମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି।…

ହାତୀ ନେଲା ବୃଦ୍ଧଙ୍କ ଜୀବନ

ପାଇକମାଳ,୨୫।୧୦(ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧୀନ ରସମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ…

ବାଣ ଫୁଟାଇ ନାବଳକ ସମେତ ୧୦ ଗୁରୁତର

ହାଇଦ୍ରାବାଦ,୨୫।୧୦: ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିଲେ ସୁଦ୍ଧା ନିୟମ ଉଲ୍ଲଙ୍ଘନ କରି ଅନେକ ସହରରେ ଲୋକେ ବାଣ ଫୁଟାଇଥିଲେ। ଇତି ମଧ୍ୟରେ ଏକ ଅଘଟଣ…

ସୂର୍ଯ୍ୟଗ୍ରହଣରେ ସତର୍କତା ଅବଲମ୍ବନ କରନ୍ତୁ ଗର୍ଭବତୀ ମହିଳା, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିଳିତ ବର୍ଷର ଏହା ହେଉଛି ଶେଷ ସୂର୍ଯ୍ୟପରାଗ। ପ୍ରଥମ ସୂର୍ଯ୍ୟଗ୍ରହଣ ଏପ୍ରିଲ ୩୦ରେ ହୋଇଥିଲା। ଧାର୍ମିକ ଦୃଷ୍ଟିକୋଣରୁ କେତେକ କ୍ଷେତ୍ରରେ ସୂର୍ଯ୍ୟଗ୍ରହଣକୁ ଅଶୁଭ…