ବୃନ୍ଦାବନ ଗଲେ ବିରୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି। ସେଠାରେ ଏହି…

ସହଯୋଗୀ ପ୍ରଜନନ ଜ୍ଞାନକୌଶଳର ବ୍ୟବହାର ପାଇଁ ବୟସ ନିର୍ଦ୍ଧାରଣ: ପୁନର୍ବିଚାର ଲାଗି କେନ୍ଦ୍ରର ପରାମର୍ଶ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ,୪।୧ : ସହଯୋଗୀ ପ୍ରଜନନ ଜ୍ଞାନକୌଶଳ(ଏଆରଟି)ର ବ୍ୟବହାର ପାଇଁ କେରଳ ହାଇକୋର୍ଟ ସର୍ବାଧିକ ବୟସ ସୀମା ଉପରେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ଏହି ପ୍ରତିବନ୍ଧକକୁ…

ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟରେ ହେବାକୁ ଥିବା ହକି ବିଶ୍ୱକପ୍‌ ୨୦୨୩ ଉପଲକ୍ଷେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ…

କାର୍‌ ବୋମା ବିସ୍ଫୋରଣ: ୯ ମୃତ

ମୋଗାଦିଶୁ,୪।୧: ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆରେ ବୁଧବାର ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ଆଫଗାନ ମହିଳାଙ୍କ ପାଇଁ ଦ୍ୱାର ଖୋଲିଲା ଇରାନ ବିଶ୍ୱବିଦ୍ୟାଳୟ,ଘୋଷଣା କଲା ଛାତ୍ରବୃତ୍ତି…

ତେହେରାନ,୪।୧ : ଆଫଗାନରେ ତାଲିବାନ ଶାସକ ମହିଳାଙ୍କ ଉଚ୍ଚଶିକ୍ଷା ନେଇ ପ୍ରତିବନ୍ଧକ ଘୋଷଣା କରିବା ପରେ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି। ଆଫଗାନ…

ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ,୪।୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବୁଧବାର ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସ ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଝିଅ…

ସିଦ୍ଧରମୈୟାଙ୍କ ବିବାଦୀୟ ମନ୍ତବ୍ୟ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କୁକୁର ଭଳି ଥରୁଛନ୍ତି ମୁଖ୍ୟମନ୍ତ୍ରୀ ବୋମ୍ମାଇ…

ବେଙ୍ଗାଲୁରୁ,୪।୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ଅନ୍ୟ ନେତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ…

ମାନବ ବଳି ମାମଲାରେ ମହିଳାଙ୍କ ଜାମିନ ନାମଞ୍ଜୁର କଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୪।୧ : କେରଳର ହୃଦୟ ବିଦାରକ ମାନବ ବଳି ମାମଲାରେ ଅଭିଯୁକ୍ତା ମହିଳାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ବେଚୁ କୁରିଆନ ଥୋମାସ ମହିଳା,…

ବିଲକିସ ବାନୋ ମାମଲାରୁ ନିଜକୁ ଦୂରେଇ ରଖିଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୪।୧ : ଜଷ୍ଟିସ ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବେଞ୍ଚରୁ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ମାମଲାର ଶୁଣାଣିରୁ ନିଜକୁ ଦୂରେଇ…

ମେଘାଳୟରେ ସରକାର ଗଠନ କରିବ ଟିଏମ୍‌ସି: ସୁଷ୍ମିତା ଦେବ…

କୋଲକାତା,୪।୧ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ନେତ୍ରୀ ତଥା ରାଜ୍ୟସଭା ସଦସ୍ୟା ସୁଷ୍ମିତା ଦେବ କହିଛନ୍ତି ଯେ ମେଘାଳୟର ଲୋକମାନେ ବର୍ତ୍ତମାନର କୋନରାଡ ସାଙ୍ଗମା ସରକାରରେ ଆତଙ୍କିତ ଅଛନ୍ତି। ମେଘାଳୟର…