ଜି.ଉଦୟଗିରି କାଉନସିଲର ଉପନିର୍ବାଚନରେ ବିଜେଡି ବିଜୟୀ

ଜି.ଉଦୟଗିରି,୧୩ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍‌ଏସିର ୬ ନମ୍ବର ଓ୍ବାର୍ଡ କାଉନସିଲର ପଦବୀ ନିମନ୍ତେ ଗୁରୁବାର ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ୱରୀ ନାୟକ…

ବୃଦ୍ଧି ପାଇଛି ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୩।୧:ଗତବର୍ଷ ନଭେମ୍ବର ମାସରେ ୭.୧% ଶିଳ୍ପ ଉପତ୍ାଦନ ବୃଦ୍ଧି ପାଇଛି ବୋଲି ଗୁରୁବାର ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୨ ନଭେମ୍ବରରେ ଇଣ୍ଡଷ୍ଟ୍ରିଆଲ୍‌ ପ୍ରଡକ୍ସନ…

ଡିସେମ୍ବରରେ ମୁଦ୍ରାସ୍ଫୀତି ୫.୭୨% କୁ ଖସିଲା

ନୂଆଦିଲ୍ଲୀ,୧୩।୧:ଗତ କିଛି ମାସ ହେବ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଫଳରେ ସବୁ ବର୍ଗର ଗ୍ରାହକ କିଛି ପରିମାଣର ଆଶ୍ୱସ୍ତି ଲାଭ କରୁଛନ୍ତି। ଏପରିକି ୨୦୨୨ ଡିସେମ୍ବରରେ…

୧୦୧ ସହରରେ ଜିଓ ଟ୍ରୁ ୫ଜି ନେଟ୍‌ଓ୍ବର୍କ

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏକ ବିରଳ ସଫଳତା ହାସଲ କରିଛି। ବିଶେଷକରି ଜିଓ ଗତ ୧୦୦ ଦିନ ମଧ୍ୟରେ ୧୦୧ଟି ସହରରେ ଟ୍ରୁ…

ଓଡ଼ିଶାର ୩ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବା

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱର,କଟକ ଓ ରାଉରକେଲା ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀ…

ଡିସେମ୍ବରରେ ସୋନାଲିକାର ୧୦,୫୭୧ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୩।୧:ଦେଶର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ନବବର୍ଷକୁ ଉଲ୍ଲେଖନୀୟ ସଫଳତା ସହ ଆରମ୍ଭ କରିଛି। କମ୍ପାନୀ ଗତ ଡିସେମ୍ବରରେ ୧୦,୫୭୧ଟି ଟ୍ରାକ୍ଟର ବିକ୍ରି…

ଘନ କୁହୁଡ଼ି ବଳୟରେ ପାଟଣା: ଜନଜୀବନ ଅସ୍ତବ୍ୟସ୍ତ

ପାଟଣା,୧୩ା୧(ସ୍ବ.ପ୍ର.): ଘନ କୁହୁଡ଼ି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ଟା ପର୍ଯ୍ୟନ୍ତ…

ଦେଶରେ ଆଜି ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୪ ନୂଆ କରୋନା…

ଶରଦ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଶାହା, କହିଲେ ଦେଶ ପାଇଁ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୧୩।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଦେହାନ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଆମ ସମସ୍ତଙ୍କ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ,୧୩।୧: ାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ର ଯୋଜନା ପଣ୍ଡ ହୋଇଛି। ରାଜଧାନୀ ଦିଲ୍ଲୀରେ ସଂଦିଗ୍ଧ ଦୁଇ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ…