ଲଣ୍ଡନର ଚର୍ଚ୍ଚ ବାହାରେ ଗୁଳିକାଣ୍ଡ, ୬ ଆହତ, ୭ ବର୍ଷର ଝିଅ ଗୁରୁତର

ଲଣ୍ଡନ,୧୫ ।୧: ଲଣ୍ଡନର ଏକ ଚର୍ଚ୍ଚ ନିକଟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ଆହତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏହାର ସୂଚନା ଲଣ୍ଡନର ମେଟ୍ରୋପଲିଟାନ ପୋଲିସ ପକ୍ଷରୁ…

ବାଇଡେନଙ୍କ ଘରୁ ମିଳିଲା ଆଉ କିଛି ଗୋପନୀୟ କାଗଜପତ୍ର, ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ

ୱାଶିଂଟନ,୧୫ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୁ ଗୋପନୀୟ କାଗଜପତ୍ର ମିଳିବାର ପ୍ରକ୍ରିୟା ଜାରି ରହିଛି । ହ୍ୱାଇଟ ହାଉସ କହିଛି ଡେଲାଭେୟରରେ ଆମେରିକା ରାଷ୍ଟ୍ରପତି…

ଝିଅ-ପୁଅଙ୍କ ପାଇଁ ସମାନ ବିବାହ ବୟସ ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧ : ବିବାହରେ ଝିଅ-ପୁଅଙ୍କ ପାଇଁ ସମାନ ବୟସ ଲାଗି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଛନ୍ତି। ଆଇନଜୀବୀ ଅଶ୍ୱିନୀ କୁମାର…

ଲାଇଭ ଷ୍ଟ୍ରିମିଂ ପାଇଁ ସମସ୍ତ କୋର୍ଟରେ ସମାନ ପ୍ଲାଟଫର୍ମ ଲାଗି ଆମେ ଆଗ୍ରହୀ: ସିଜେଆଇ…

ନୂଆଦିଲ୍ଲୀ,୧୪।୧ : ଦେଶର ସମସ୍ତ କୋର୍ଟର ନ୍ୟାୟିକ ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କୋର୍ଟରେ ଏଥି ପାଇଁ ସମାନ ପ୍ଲାଟଫର୍ମ ପ୍ରଣୟନ…

ହାତୀ ମୃତ୍ୟୁ ନେଇ ସନ୍ଦେହ

ସୋରଡ଼ା,୧୪ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ ଡେଙ୍ଗାଖମାଣ ଗ୍ରାମ ନିକଟ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ ଘଟଣାରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ…

ସୀମା ବିବାଦର ସମାଧାନ ପାଇଁ ଚାଇନା-ଭୁଟାନ ସହମତି…

ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ ସହରରେ…

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୪, ୨୦୨୩ )

ପୁରୁଷ ହକି ବିଶ୍ୱକପ୍ ଓଲି ଲ୍ୟାଣ୍ଡ     ବ୍ରହ୍ମପୁରରେ ସିଲ୍କ ସିଟି ଫେଷ୍ଟ -୨୦୨୩ର ଦ୍ୱିତୀୟ ଦିନ     ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମକର…

୩-୦ ଗୋଲରେ ଜାପାନକୁ ହରାଇଲା ଜର୍ମାନୀ…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଜାପାନ ଏବଂ ଜର୍ମାନୀ ମଧ୍ୟରେ ଖେଳାଯାଉଥିବା ପୁଲ ବି ମ୍ୟାଚରେ ଜର୍ମାନୀ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ…

ସିମିଙ୍କୁ ଇଣ୍ଟରଭ୍ୟୁ ଦେଲେ ସଲମାନ

ମୁମ୍ବାଇ: ସିମି ଗରଓ୍ବୋଲଙ୍କୁ ବର୍ତ୍ତମାନ ବିଗ୍‌ ବସ୍‌-୧୬ରେ ଦେଖିବାକୁ ମିଳିବ। ସେ ସଲମାନଙ୍କ ସାକ୍ଷାତକାର ନେଉଥିବାର ନଜର ଆସିବେ। ଏହି ସମୟରେ ସିମି ପରିବାର ସଦସ୍ୟଙ୍କୁ କିଛି…

ଖବରଦାତାଙ୍କ ସହଯୋଗ ଲୋଡ଼ିଲେ ଏସ୍‌ପି

କୋରାପୁଟ,୧୪ା୧(ସ୍ବ.ପ୍ର.): କାରାପୁଟରେ ନୂଆ ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେଇଥିବା ଅଭିନବ ସୋନାକର ଜିଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲାର ଖବରଦାତାମାନଙ୍କ ସହଯୋଗ କାମନା କରିଛନ୍ତି। ଶନିବାର ସନ୍ଧ୍ୟାରେ…