ଓକିଲ ସଂଘର ସତ୍ୟାଗ୍ରହ

ସୁନ୍ଦରଗଡ,୧୨।୧୨(ଡି.ଏନ୍‌.ଏ.): ଜାତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟର ପ୍ରତିବାଦ ଓ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୁଣି ତେଜିଛି।…

ଭିନ୍ନ ମାମଲାରେ ୭ଜଣଙ୍କୁ ବାନ୍ଧିଲା ଅବକାରୀ

ବ୍ରହ୍ମପୁର ଅଫିସ,୧୨।୧୨: ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଲଗାତାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରାଯାଉଛି। ରବିବାର ରାତିରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ୱରେ…

ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା

ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ। ବର୍ତ୍ତମାନ…

କାନାଡାରେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା

ଟରୋଣ୍ଟୋ,୧୨ ।୧୨: କାନାଡାର ଅଲବର୍ଟା ଅଞ୍ଚଳରେ ଜଣେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ତା’ର…

ଇରାନରେ ପୁଣି ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ

ଦୁବାଇ,୧୨।୧୨: ଇରାନରେ ଆଉ ଜଣେ ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ସୋମବାର ସରକାର ଫାଶୀ ଦେଇଛନ୍ତି । ସେ ହେଲେ ୨୪ ବର୍ଷୀୟ ଯୁବକ ମାଜିଦ୍ରେଜା ରହନାଭାର୍ଡ ‘ଇଶ୍ବରଙ୍କ…

କାବୁଲ ହୋଟେଲରେ ସୁଇସାଇଡ ଆଟାକ, ୨ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

କାବୁଲ,୧୨ ।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଏକ ହୋଟେଲରେ ସୁଇସାଇଡ ଆଟାକ ହୋଇଛି । ଏହି ହୋଟେଲରେ ଅଧିକାଂଶ ଚାଇନା ନାଗରିକ ଥିଲେ । ଏବେ…

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅନୁକୂଳତା ପ୍ରାପ୍ତ ହେବ। ତଥାପି ସାମୟିକ ଦ୍ୱନ୍ଦ୍ୱ ଓ ତର୍କବିତର୍କ କ୍ଷେତ୍ରରେ ସମୟ ଅତିବାହିତ ହୋଇପାରେ। ଯାତ୍ରା, ବାଣିଜ୍ୟ,…

ରୁଖସାନା ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ବାୟୋପିକ ଟ୍ରେଣ୍ଡରେ ଏବେ ଆଉ ଜଣଙ୍କ ନାଁ ସାମିଲ ହେବାକୁ ଯାଉଛି । ୮ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଟିକଲ ୩୦…

ପୂର୍ବତନ ଏମ୍‌ପି ମୋହନ ଜେନାଙ୍କ ପରଲୋକ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ପରଲୋକରେ ପୂର୍ବତନ ଏମ୍‌ପି ମୋହନ ଜେନା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ…

ସ୍ବାମୀଙ୍କୁ ବିଧାୟକ ଭାବେ ଜିତାଇବା ପଛରେ ୨ ସ୍ତ୍ରୀଙ୍କ ହାତ

ଅହମ୍ମଦାବାଦ,୧୨।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଦେଡିଆପଡାରୁ ନିର୍ବାଚିତ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି)ବିଧାୟକ ଚୈତର ବାସଭା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଏପିର ୫ ବିଜୟୀ…