୫୦ ହଜାର ବର୍ଷ ପରେ ପୃଥିବୀ ଦେଇ ଗତି କରୁଛି ବିରଳ ସବୁଜ ଧୂମକେତୁ

ହଜାରେ ବର୍ଷ ପରେ, ବ୍ରହ୍ମାଣ୍ଡରେ ଏକ ଚମତ୍କାର ଘଟଣା ଘଟିଛି। ଏହି ସପ୍ତାହରେ ଏକ ବିରଳ ସବୁଜ ଧୂମକେତୁ ପୃଥିବୀ ଦେଇ ଗତି କରୁଛି। ବାଇନକୁଲାର ମାଧ୍ୟମରେ…

‘ଆର୍ଥିକ ବିକାଶ କ୍ଷେତ୍ରରେ ବିଶ୍ୱର ୫ମ ସ୍ଥାନରେ ରହିଛି ଭାରତ’

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ…

ଛାତ୍ରଙ୍କ ତଣ୍ଟିକଟା ଘଟଣାକୁ ନେଇ କ୍ୟାମ୍ପସରେ ଅଶାନ୍ତି

ବଲାଙ୍ଗୀର ଅଫିସ,୧୦ା୨: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜଣେ ଦୁର୍ବୃତ୍ତ ବ୍ଲେଡ୍‌ରେ ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଯାଇଛି। ବିଶ୍ବବିଦ୍ୟାଳୟ…

ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ଯୁଦ୍ଧ ବିମାନ ଦେଖାଇଲା ରଣ କୌଶଳ

ଓ୍ବାଶିଂଟନ୍‌,୧୦।୨: ନେବାଦା ମରୁଭୂମିରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ମିଳିତ ଭାବେ ଏୟାର ଡ୍ରିଲ କରି ଚୀନକୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି। ଏହି ଡ୍ରିଲରେ ୩…

ଅଶୋକ ଗେହଲଟଙ୍କ ଘୋଷଣା: କରୋନାରେ ଅନାଥ ପିଲାଙ୍କୁ ମିଳିବ ସରକାରୀ ଚାକିରି

ଜୟପୁର,୧୦।୨: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଏକ ବଡ଼ ଘୋଷଣା କରାଯାଇଛି। କରୋନାରେ ଅନାଥ ପିଲାମାନଙ୍କୁ ସରକାରୀ…

ବିଇଓଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ସିନାପାଲି,୧୦।୨(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଲିମପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଭିଭାବକ…

ତୁର୍କୀକୁ ସାହାର୍ଯ୍ୟର ହାତ ବଢାଇଲା ତାଇୱାନ, ନିଜ ଦରମା ଟଙ୍କା ଦାନ କରିବେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ଆଙ୍କାରା,୧୦।୨: ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ୨୧ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଏଭଳି ବିପର୍ଯ୍ୟୟରେ ତୁର୍କୀକୁ ସାହାଯ୍ୟ କରିବାକୁ…

କୋଠରି ଅଭାବ, ପାଠପଢ଼ା ବ୍ୟାଘାତ

ନୂଆପଡ଼ା ଅଫିସ,୧୦।୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଘୋଟସର ଉଚ୍ଚ ପ୍ରାଥମିକ ବିିଦ୍ୟାଳୟ ଅବ୍ୟବସ୍ଥାରେ ଗତି କରୁଛନ୍ତି। ବିିଦ୍ୟାଳୟ ଶ୍ରେଣୀ କୋଠରି ବିପଦ…

ଇତିହାସ ରଚିଲେ ହିଟ୍‌ମ୍ୟାନ୍‌

ନାଗପୁର, ୧୦।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ ସୃଷ୍ଟି…

ସହାୟତାର ହାତ ବଢାଇଲେ ପୋଲିସ ଅଧିକାରୀ

ଲହୁଣୀପଡ଼ା,୧୦।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଇଛନ୍ତି। ସେ ହେଲେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ। ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତର…