ବିଦ୍ୟୁତ୍‌ ତାର ପକାଇ ମାଛ ମାରିବା ହେଲା କାଳ

ବୌଦ୍ଧ,୧୧।୨(ସ୍ବ.ପ୍ର.): ବିଦ୍ୟୁତ୍‌ ତାର ସଂଯୋଗ କରି ମାଛ ମାରିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତର ସାନଭୂର୍ତା ଗ୍ରାମରେ ଏହି…

ପ୍ରତିଶ୍ରୁତିରେ ଅଟକିଛି ବିକାଶ

ବାଙ୍ଗିରିପୋଷି,୧୧।୨(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ କାଳିଆମି ଗଁାର…

କିଡ଼ନୀ ପ୍ରତିରୋପଣ ପରେ ଆଜି ଭାରତ ଫେରିବେ ଲାଲୁ ଯାଦବ

ନୂଆଦିଲ୍ଲୀ,୧୧।୨: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ। ଏନେଇ ଲାଲୁଙ୍କ…

ବିଭିନ୍ନ ଯୋଜନାର ସମୀକ୍ଷା କଲେ ଷ୍ଟାଣ୍ଡିଂ କମିଟି

ପାରଳାଖେମୁଣ୍ଡି, ୧୧ା୨(ଡି.ଏନ୍‌.ଏ): ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ସବ କମିଟି ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଖାଦ୍ୟ ଯୋଗାଣ,…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ତତ୍ପର

କେନ୍ଦୁଝର,୧୧।୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ଚାଉଳ ରାଜନୀତି: ୧୫ରେ ଆନ୍ଦୋଳନ କରିବ ବିଜେଡି

ଭଞ୍ଜନଗର,୧୧ା୨(ଡି.ଏନ.ଏ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡିସେମ୍ବର ମାସରୁ ବନ୍ଦ ହୋଇଯାଇଛି । ଏହାଦ୍ୱାରା ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନ୍‌ଏସିର…

ମଦ ଦୁର୍ନୀତି ମାମଲା: ଏମ୍‌ପିଙ୍କ ପୁଅ ଗିରଫ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଓ୍ବାଇଏସ୍‌ଆର୍‌ସିପି ଏମ୍‌ପି ମାଗୁଣ୍ଟା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ ମାଗୁଣ୍ଟା ରାଘବଙ୍କୁ ଗିରଫ କରିଥିବା ସୂଚନା ମିଳିଛି।…

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ସାଇନାଙ୍କ ଚମକ

ଭୁବନେଶ୍ୱର, ୧୦।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ୍‌) ସାଇନା ସାଲୋନିକା ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ରେ ଚମକ ଦେଖାଇଛନ୍ତି। ସାଇନାଙ୍କ ନେତୃତ୍ୱରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ…

ମହାଗୁଡ଼ାରେ ୧୦ ବଖରା ଜଳିଗଲା

ଭଞ୍ଜନଗର,୧୧ା୨(ଡି.ଏନ.ଏ): ଭଞ୍ଜନଗର ତହସିଲ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ ମହାଗୁଡ଼ାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୬ ପରିବାରର ୬ବଖରା ଏବଂ ୪ ଗୁହାଳ ଜଳିଯାଇଛି । ଏଥିସହ…

କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ୪ ଗୋଲ୍‌

ମିକ୍କା, ୧୧ା୨ (ସାଉଦି ଆରବ): କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କ ନୂଆ ସାଉଦି ଆରବ ଟିମ୍‌ ଅଲ୍‌ ନାସେର ଦଳ ତରଫରୁ ଖେଳିବା ଆରମ୍ଭ କରି ଏକ ମ୍ୟାଚ୍‌ରେ…