ଗୁଜରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ପରଲୋକ

ଅହମଦାବାଦ,୨୦।୨: ଗୁଜରାଟର ପୂର୍ବତନ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଓମ୍‌ ପ୍ରକାଶ କୋହଲିଙ୍କ ସୋମବାର ପରଲୋକ ଘଟିଛି। ୮୭ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…

ବାଇକ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ: ଚାଳକ ଗିରଫ

ପାଟଣା,୨୦ା୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି କେଶଡ଼ିହା ରାସ୍ତା ଶଙ୍ଖାସର ଜାନୁୟାରୀ ୧୯ରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ଅନ୍ୟଜଣେ ଗୁରୁତର…

ଟ୍ରକ୍‌ ପଛରେ ଧକ୍କା ଦେଲା ଆମ୍ବୁଲାନ୍ସ

ଆନନ୍ଦପୁର,୨୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ଏକ ଟ୍ରକ୍‌ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟ…

୪ ଜଣଙ୍କୁ ଦଳିଦେଲା ହାତୀ

ରାଞ୍ଚି,୨୦।୨: ଗୋଠରୁ ଅଲଗା ହୋଇଯାଇଥିବା ଏକ ବଣୁଆ ହାତୀ ଝାଡ଼ଖଣ୍ଡର ଲୋହାରଡାଗା ଜିଲାରେ ୧୨ଘଣ୍ଟା ମଧ୍ୟରେ ୪ଜଣଙ୍କୁ ଦଳି ମାରିଦେଇଛି। ମୃତକମାନେ ହେଲେ ଝାଲୋ ଓରାଂ(୨୮), ନେହା…

ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ ଲଣ୍ଡନକୁ ଡାଇଭର୍ଟ

ଲଣ୍ଡନ,୨୦।୨: ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ (ଏଆଇ-୧୦୨)ସୋମବାର ଲଣ୍ଡନରେ ଜରୁରୀ ଅବତରଣ କରିଛି। ମେଡିକାଲ ଜରୁରୀକାଳୀନ ପରିସ୍ଥିତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏୟାର ଇଣ୍ଡିଆର ଜଣେ…

୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ, ଜଣେ ଅଟକ

ଭଦ୍ରକ ଅଫିସ, ୨୦।୨: ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହିରେ ପୋଲିସ ସୋମବାର ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ଓ ତିଆରି…

ମହିଳା ଟି -୨୦ ବିଶ୍ୱକପ: ଆର୍ୟରଲ୍ୟାଣ୍ଡକୁ ୧୫୬ ରନ୍‌ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୨୦।୨: ମହିଳା ଟି -୨୦ ବିଶ୍ୱକପରେ ଭାରତ ଏବଂ ଆର୍ୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା…

୪ ଦିନିଆ ନ୍ୟାୟିକ ହେପାଜତରେ ଆଦିଲ ଖାନ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଏବଂ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୋମବାର ରାଖୀ ସାୱନ୍ତଙ୍କ…

ଚଳନ୍ତା ବସ୍‌ ଉପରୁ ପଡ଼ି ଯୁବକ ଗୁରୁତର

ପାରଳାଖେମୁଣ୍ଡି,୨୦।୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ପଦ୍ମପୁର ଗ୍ରାମରେ ବସ୍‌ ଛାତ ଉପରୁ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି l ସେ ହେଲେ ଗୁମ୍ମା ବ୍ଲକ…

ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ,୨୦।୨: ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ ପରମେଶ୍ୱରନ…