ଆଗାମୀ ଦିନରେ ଜାତୀୟ ପତାକା ସ୍ଥାନରେ ଗେରୁଆ ପତାକା ଉଡାଇବ ଭାଜପା: ମେହେବୁବା

ଶ୍ରୀନଗର,୭ ।୧: ପିଡିପି ମୁଖ୍ୟ ମେହେବୁବା ମୁଫତି ଜମ୍ମୁ-କଶ୍ମୀର ସ୍ଥାୟୀ ଶାନ୍ତି ପାଇଁ କଥାବାର୍ତ୍ତା ସମାଧାନ ବାଟ ବୋଲି କହିବା ସହ ଶନିବାର  କହିଛନ୍ତି ଯେ କୌଣସି…

ଦୁବାଇରେ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ଖେଳିବେ ସାନିଆ

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୧୯ରେ ଖେଳାଯିବାକୁ ଥିବା ଦୁବାଇ ଟେନିସ ଚାମ୍ପିୟନଶିପ୍‌ ତାଙ୍କ କ୍ୟାରିୟରର…

ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

କୋରୁକୋଣ୍ଡା,୭ା୧(ଡି.ଏନ୍‌.ଏ.): ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସକୁ ଶନିବାର ଆକ୍ରମଣ ହୋଇଛି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ…

୧୦୦ ଦିନ ପୂରଣ କଲା ‘କାନ୍ତାରା’

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ହୃଦୟକୁ ଛୁଇଁଯାଇଛି। ଫିଲ୍ମଟି ବ୍ଲକବଷ୍ଟର ତାଲିକାରେ ଆଉ ଏକ ଗୌରବ ଯୋଡ଼ିଛି, ଯାହା ଭାରତର ହୃଦୟରୁ ‘କାନ୍ତାରା’ ଆକର୍ଷଣୀୟ ହୋଇଛି।…

ମହାତ୍ମା ଗାନ୍ଧୀ-ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ନିନ୍ଦା କଲେ ଭାରତୀୟ ହାଇ କମିଶନ…

ଭିକ୍ଟୋରିଆ,୭।୧ : ଭିକ୍ଟୋରିଆର ଶାନ୍ତି ପାର୍କରେ ମହାତ୍ମା ଗାନ୍ଧୀ ଏବଂ ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିବା କାର୍ଯ୍ୟକୁ ନିନ୍ଦା କରିଥିବା ଭାରତୀୟ ହାଇ କମିଶନ ଶନିବାର…

ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ରାଜ୍ୟ, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଅଧିକାଂଶ ଜିଲା ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ…

ଏୟାର ଇଣ୍ଡିଆରେ ମହିଳାଙ୍କ ଉପରେ ପରିସ୍ରା ମାମଲା: ଅଭିଯୁକ୍ତ ୧୪ ଦିନିଆ ନ୍ୟାୟିକ ହେପାଜତରେ…

ନୂଆଦିଲ୍ଲୀ,୭।୧ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ପଟିଆଲା ହାଉସ କୋର୍ଟ ୧୪ ଦିନିଆ…

ରାଷ୍ଟ୍ରୀୟ ସଙ୍ଗିତ ଗାନ କରିବା ସମୟରେ ଦକ୍ଷିଣ ସୁଦାନ ରାଷ୍ଟ୍ରପତିଙ୍କ ପ୍ୟାଣ୍ଟ ହୋଇଗଲା ଓଦା!

ଯୁବା,୭ ।୧: ଦକ୍ଷିଣ ସୁଦାନର ରାଷ୍ଟ୍ରପତି ସଲଭା କିର ମୟାର୍ଡିଂଟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ଏହି ଭିଡିଓକୁ ନେଇ ଖବରଦାତା ଓ…

୩ ଘଣ୍ଟା ଯାଏ ଚାଲିଲା ସର୍ଜରି

ମୁମ୍ବାଇ,୭।୧: କାର୍‌ ଦୁର୍ଘଣାରେ ଆହତ ହୋଇଥିବା ଭାରତୀୟ ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଗୋଟିଏ ସର୍ଜରି ଶେଷ ହୋଇଛି। ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ୩ ଘଣ୍ଟା ଧରି…

ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନୁହେଁ: ଜୟରାମ ରମେଶ…

ନୂଆଦିଲ୍ଲୀ,୭।୧ : ହରିୟାଣାର ପାନିପତରୁ କଂଗ୍ରେସର ଭାରତ ଯୋଡା ଯାତ୍ରା ଶନିବାର ସକାଳେ କର୍ନଲ ଜିଲ୍ଲାରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନ୍ୟ…