ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ନିଖୋଜ

ଖପ୍ରାଖୋଲ,୮ା୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସଦର ମହକୁମା ଗାଁର ଜଣେ ଦାଦନ ଶ୍ରମିକ କାମ ପାଇଁ ଟ୍ରେନ ଯୋଗେ ଗତ ୫ତାରିଖ ମାଡ୍ରାସକୁ ଇଟା ଗଢିବା…

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୮, ୨୦୨୩ )

କଟକ କଳାକାର ସଂଗଠନ ନେତାଜୀ ସେତୁ ନିକଟ ଗାନ୍ଧୀ ସ୍ମାରକୀ ପାର୍କରେ ହକି ବିଶ୍ୱକପ ଉପରେ କଳା ପ୍ରଦର୍ଶନୀ ଆୟୋଜନ କରିଛନ୍ତି ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର…

ଶହେ ଜଣ ପ୍ରଶଂସକଙ୍କୁ ମନାଲି ବୁଲାଇବେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ କିଏ ବା ନ ଜାଣେ । ଅଭିନେତାଙ୍କର ରହିଛନ୍ତି ବହୁତ ବଡ ଫ୍ୟାନ ଫଲୋଇଂ । ହେଲେ ବିଜୟଙ୍କର ଯେତିକି…

ଜୋଷୀମଠ ଯିବ ଏନ୍‌ଡିଏମ୍‌ଏ ଟିମ୍‌

ନୂଆଦିଲ୍ଲୀ,୮ା୧: ଉତ୍ତରାଖଣ୍ଡ ଜୋଷୀମଠରେ ଦେଖାଦେଇଥିବା ସଙ୍କଟର ମୁକାବିଲା ପାଇଁ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର…

ହୀରାକୁଦରେ ପକ୍ଷୀଗଣନା ଶେଷ

ସମ୍ବଲପୁର,୮ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ । ବିଗତ ବର୍ଷ…

ଜୋଷୀମଠ ଘଟଣାକୁ ନେଇ ରିପୋର୍ଟ ଦାଖଲ କଲେ ଉତ୍ତରାଖଣ୍ଡ ସରକାରଙ୍କ କମିଟି

ଡେରାଡୁନ,୮ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ମାଟି ଧସିବା ଯୋଗୁଁ ବହୁଘରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣାର ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ସରକାର ୮ ଜଣିଆ…

୧୦ ଡିଗ୍ରୀ ତଳେ ୨୧ ସହର ତାପମାତ୍ରା

ଭୁବନେଶ୍ୱର, ୮।୧(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ…

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି ଲୋକ…

ପ୍ରସିଦ୍ଧି ଅର୍ଜନକୁ ନେଇ ଏମିତି କହିଲେ କୋହଲି

ନୂଆଦିଲ୍ଲୀ,୮।୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ ଶ୍ରୀଲଙ୍କା…

ଦୁର୍ଘଟଣାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୮।୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳାରୁ ବଡପୋଡ଼ାଗୁଡାକୁ ସଂଯୋଗ କରୁଥିବା ରାସ୍ତା ବାଞ୍ଜିବାହାଲ ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…