ଠିକ୍‌ ସମୟରେ ପିଡିଏସ୍‌ ଚାଉଳ ଦେଉନି ଏସ୍‌ଏଚ୍‌ଜି

ରାୟଗଡ଼ା,୧।୩(ସ୍ବ.ପ୍ର.): ବିଭିନ୍ନ ପଞ୍ଚାୟତରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ହିତାଧିକାରୀଙ୍କୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯାଉଛି। ତେବେ କାଶୀପୁର ବ୍ଲକ ଅଡ଼ାଜୋର ପଞ୍ଚାୟତର ୭ଟି ଗ୍ରାମରେ ହିତାଧିକାରୀମାନେ…

କେଜରିଓ୍ବାଲଙ୍କ କ୍ୟାବିନେଟରେ ସାମିଲ ହେବେ ସୌରଭ-ଆତିଶି: ଉପରାଜ୍ୟପାଳଙ୍କ ପାଖକୁ ପଠାଗଲା ନାମ…

ନୂଆଦିଲ୍ଲୀ,୧।୩ : ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କ୍ୟାବିନେଟକୁ ପୁଣି ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। କ୍ୟାବିନେଟରେ ମନ୍ତ୍ରୀ…

ଚଞ୍ଚକତା କରି ଜମି ହଡ଼ପ

ଢେଙ୍କାନାଳ ଅଫିସ, ୧।୩: ଢେଙ୍କାନାଳ ଜିଲାରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ କମୁନାହିଁ। ବିଭିନ୍ନ ଉପାୟରେ ଚଞ୍ଚକତା କରି ସେମାନେ ଜମି ହଡ଼ପ କରି ନେଉଛନ୍ତି। ଏଭଳି ବେଆଇନ…

ହିନ୍ଦୋଳ ରାଜନୀତି ଚଳଚଞ୍ଚଳ

ହିନ୍ଦୋଳ, ୧।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିରେ ଆସନ୍ତା ଏପ୍ରିଲ ୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ ନିର୍ବାଚନୀ…

ଅଷ୍ଟ୍ରେଲୀୟ ସ୍ପିନରଙ୍କ ଦ୍ୱାରା ଟିମ ଇଣ୍ଡିଆ ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ: ଲଞ୍ଚ୍‌ ସୁଦ୍ଧା ସ୍କୋର ୭ ଓ୍ବିକେଟରେ ୮୪…

ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ ଟିମ୍‌…

ଉପାନ୍ତ ଅଞ୍ଚଳ ବିକାଶକୁ ଗୁରୁତ୍ୱ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ‘ମୋ ବ୍ଲକ, ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ…

୨୭ ବର୍ଷ ଧରି ଧାରଣାରେ ଶିକ୍ଷକ

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ଲୋକେ ସରକାରଙ୍କ ନିକଟରେ ତାଙ୍କର ଅନେକ ଦାବି ରଖି ଧାରଣାରେ ବସୁଥିବା ଦେଖିବାକୁ ମିଳୁଛି। ହେଲେ ଉତ୍ତର ପ୍ରଦେଶରେ ଜଣେ ଶିକ୍ଷକ ଜମି…

କର୍ମକ୍ଷେତ୍ରକୁ ଫେରିଲେ କାଜଲ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ମ୍ୟାଟରନିଟି ବ୍ରେକ୍‌ ପରେ ଏବେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି। କାଜଲ ୨୦୨୦ ଅକ୍ଟୋବର ୩୦ରେ ଗୌତମ କିଟ୍‌ଚୁଙ୍କୁ ବିବାହ…

ବିକଶିତ ସହର ଏକବିଂଶ ଶତାବ୍ଦୀରେ ଭାରତର ଏକ ନୂତନ ପରିଚୟ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୩ : ସହରୀ ଯୋଜନା, ବିକାଶ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ବଜେଟ ପରବର୍ତ୍ତୀ ୱେବନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ ନୂତନ ସହରଗୁଡିକ…

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୧।୩(ବ୍ୟୁରୋ): ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଛି। ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ଅର୍ଥାତ୍‌ ବୁଧବାରଠୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲା…