କମ୍ପୁଛି ବାରବାଟୀ: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ

କଟକ ଅଫିସ,୧୧ା୧: ବୁଧବାର ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସୋଲେଦାର ସହର କାବୁ କରିବା ନେଇ ରୁଷିଆର ରଣନୀତି

କିଭ୍‌,୧୧ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବୁଧବାର ଶୂନଠୁ କମ୍‌ ତାପମାତ୍ରାରେ ସୋଲେଦାର ସହରକୁ କାବୁ କରିବା ପାଇଁ ଦୁଇ ଦେଶର ସେନା…

ଜାରି ହେଲା ୨୦୨୩ର ଶକ୍ତିଶାଳୀ ପାସପୋର୍ଟ ତାଲିକା, ଜାପାନ ଶୀର୍ଷରେ- ଭାରତ ୮୫ତମ ସ୍ଥାନରେ…

ଲଣ୍ଡନ/ନୂଆଦିଲ୍ଲୀ,୧୧।୧ : ଲଣ୍ଡନର ଫାର୍ମ ହେଲନ ଆଣ୍ଡ ପାର୍ଟନର୍ସ ଦ୍ୱାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପ୍ରକାଶ ପାଇଛି। ୨୦୨୩ ବର୍ଷ ପାଇଁ ଜାରି କରାଯାଇଥିବା…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୋନିଆ

ନୂଆଦିଲ୍ଲୀ,୧୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ବୁଧବାର ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ…

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ପୁଣି ଚାଇନାର ଧମକ

ବେଜିଂ,୧୧ା୧: ବୁଧବାର ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଚାଇନା ପୁଣି ଥରେ ଧମକ ଦେଇଛି। ଏଥିସହିତ ଚାଇନା ବିଦେଶୀ ନେତାଙ୍କୁ ‘ନିଆଁ ସହ ଖେଳୁଛନ୍ତି’ ବୋଲି ଚେତାବନୀ…

ଭିମ ୟୁପିଆଇ-ରୁପେ କାର୍ଡ ବ୍ୟବହାର କଲେ ମିଳିବ ପ୍ରୋତ୍ସାହନ : କ୍ୟାବିନେଟ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧ : କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିମ ୟୁପିଆଇ ଏବଂ ରୁପେ କାର୍ଡର ବ୍ୟବହାର ଉପରେ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୧: ମୋଦି କ୍ୟାବିନେଟ ଅଳ୍ପ ପରିମାଣର ଡିଜିଟାଲ କାରବାର ପାଇଁ ୨୬୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଅନୁମୋଦନ କରିଛି। ଭିମ୍‌ ୟୁପିଆଇରୁ କାରବାର ଉପରେ ପ୍ରୋତ୍ସାହନ…

ଦିଗପହଣ୍ଡିରୁ ଅପହୃତା ନାବାଳିକା ଢେଙ୍କାନାଳରୁ ଉଦ୍ଧାର

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଢେଙ୍କାନାଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଅପହରଣ କରିଥିବା ନୟାଗଡ଼…

ପ୍ୟାରିସରେ ରେଳ ଷ୍ଟେଶନରେ ଛୁରୀଧାରୀଙ୍କ ଆତଙ୍କ: ୬ ଆହତ…

ପ୍ୟାରିସ,୧୧।୧ :  ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏକ ବ୍ୟସ୍ତବହୁଳ ରେଳ ଷ୍ଟେଶନରେ ବୁଧବାର ଛୁରୀ ଧରିଥିବା ଜଣେ ବ୍ୟକ୍ତି ୬ଜଣଙ୍କୁ ଆହତ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ…

ମହାସାଗରରେ ତାତି ସଙ୍କଟ : ଭାଙ୍ଗୁଛି ସମସ୍ତ ପୁରୁଣା ରେକର୍ଡ…

ଓ୍ବାଶିଂଟନ,୧୧।୧ : ୨୦୨୨ ମସିହାରେ ପୃଥିବୀର ମହାସାଗର ସବୁଠୁ ଉଷ୍ମ ଥିଲା। ଏହା ମାନବ ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ ପୃଥିବୀର ଜଳବାୟୁରେ ଗଭୀର ଏବଂ ବ୍ୟାପକ…