କାହିଁକି ଖସୁଛି ନେପାଳୀ ବିମାନ

କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ ପରିବହନ…

ମଧ୍ୟପ୍ରଦେଶରୁ ୱେବ୍‌ ଏକ୍ସପର୍ଟ ଗିରଫ

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ପ୍ରାୟ ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ବହୁ କୋଟି ଟଙ୍କା ଠକେଇ…

ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ୫ ମୃତ, ୧୫ ଆହତ

କାମ୍ପଲା,୧୬।୧: ଉଗାଣ୍ଡାର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପୂର୍ବ କଙ୍ଗୋଲି ସହର କାସିଣ୍ଡିର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଏକ ଚର୍ଚ୍ଚରେ ପଶିଥିଲେ। ଏହି ଆକ୍ରମଣରେ ଅତି…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୬।୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି…

ଆର୍‌ଭିଏମ୍‌ ଭୋଟିଂ ପ୍ରସ୍ତାବକୁ ବିରୋଧ

ନୂଆଦିଲ୍ଲୀ,୧୫।୧: ନିର୍ବାଚନ କମିଶନ (ଇସି)ଙ୍କ ରିମୋଟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଆର୍‌ଭିଏମ୍‌) ପ୍ରସ୍ତାବକୁ ବିରୋଧୀ ଦଳ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ…

ପୂର୍ବତନ ଏମ୍‌ପିଙ୍କୁ ହତ୍ୟା, ଭାଇ ଗୁରୁତର

କାବୁଲ,୧୫।୧: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୂର୍ବତନ ଏମ୍‌ପି ମୁର୍ସାଲ ନାବିଜାଦାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଘଟଣାରେ ମୁର୍ସାଲଙ୍କ ଭାଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଜଣେ…

ଗୋଷ୍ଠୀ ସଂଘର୍ଷରେ ଫୁଟିଲା ଗୁଳି

ବଲାଙ୍ଗୀର ଅଫିସ,୧୫ା୧: ବଲାଙ୍ଗୀର ସଦର ଥାନା ଅଧୀନ ସଦାଇପାଲିଠାରେ ଜମି ମାପଚୁପ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଫୁଟିଛି। ଏଥିରେ ଦିଲୀପ ପଟ୍ଟନାୟକ ନାମକ…

କଳା, ସଂସ୍କୃତିକୁ ବଞ୍ଚାଇ ରଖିବ ଉତ୍ସବ

ଭବାନୀପାଟଣା,୧୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। କଳାହାଣ୍ଡି ଜିଲାପାଳ ପି.…

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୫, ୨୦୨୩ )

ହକି ପ୍ରେମୀ ମାନେ ଓଲିଲ୍ୟାଣ୍ଡ କଲିଙ୍ଗ ଷ୍ଟାଡିୟମରେ ଉପଭୋଗ କରୁଛନ୍ତି   ରାଜଧାନୀରେ ପଥ ଉତ୍ସବ     ବ୍ରହ୍ମପୁରରେ ସିଲ୍କ ସିଟି ଫେଷ୍ଟ -୨୦୨୩ର ତୃତୀୟ…

ନିଆଁରେ ପୋଡ଼ି ଚାଲିଗଲା ଜୀବନ

ରାଉରକେଲା ଅଫିସ,୧୫।୧: ଲହୁଣୀପଡା ଥାନା ଅନ୍ତର୍ଗତ ଘୁଷୁରୀପୋଷ ଗ୍ରାମରେ ନିଆଁରେ ପୋଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତା ନାବାଳିକା ଜଣଙ୍କ ହେଲେ ଲକ୍ଷ୍ମୀ ମୁଣ୍ଡା(୫)। ରଘୁନାଥପାଲି…