ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୧୭ ତାରିଖ – Daily Horoscope

ମେଷ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ସକାଶେ ମନ ବଳାଇବେ। ସ୍ଥିର…

୨୫୫ କେଜି ଗଞ୍ଜେଇ ଜବତ: ୨ କାର୍‌ ସହ ୫ ଗିରଫ

ବ୍ରହ୍ମପୁର ଅଫିସ,୧୬।୧: ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ରବିବାର ଓ ସୋମବାର ୨ଟି ପୃଥକ୍‌ ସ୍ଥାନରେ ଚଢ଼ାଉକରି ୨୫୫ କେଜି ଗଞ୍ଜେଇ ଜବତ କରିଛି। ପୋଲିସ ଘଟଣାରେ…

ପୁରୁଷ ହକି ବିଶ୍ୱକପ୍‌: ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ଗୋଲରେ ହରାଇଲା ନେଦରଲ୍ୟାଣ୍ଡ୍ସ

ରାଉରକେଲା,୧୬।୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ବିଜୟୀ ହୋଇଛି। ୪-୦ରେ ଗୋଲରେ ନେଦରଲ୍ୟାଣ୍ଡ୍ସ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି।…

କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମିଳିବ ୨୦୦୦ ଟଙ୍କା

ବେଙ୍ଗାଲୁରୁ,୧୬।୧: କର୍ନାଟକରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କର୍ନାଟକରେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌…

ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର…

ଦିଲ୍ଲୀରେ ମୋଦିଙ୍କ ମେଗା ରୋଡ୍‌ ଶୋ’

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସୋମବାର ଏକ ମେଗା ରୋଡ୍‌ ଶୋ’ କରିଛନ୍ତି। ଏହି ରୋଡ୍‌ ଶୋ’ ପଟେଲ ଛକରୁ ବାହାରି ଏନ୍‌ଡିଏମ୍‌ସି ସମ୍ମିଳନୀ କେନ୍ଦ୍ରକୁ…

୧୭ରେ ଏହି ସବୁ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ୧୭ ଏବଂ ୧୮ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ପକେଟ ମନିପାଇଁ ମଡଲିଂ ଆରମ୍ଭ କରିଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଶେରଶାହ ସିଦ୍ଧାର୍ଥ ମାଲହୋତ୍ରା ସୋମବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏବେ ସିଦ୍ଧାର୍ଥ ବଲିଉଡର ଜଣେ ଆଗଧାଡିର ଅଭିନେତା ।…

କଣ୍ଟାବାଞ୍ଜି ବିଧାୟକଙ୍କ ଆଚରଣ ପ୍ରତିବାଦରେ ଓଏଏସ ସଂଘ ସଦସ୍ୟ ପିନ୍ଧିଲେ କଳାବ୍ୟାଚ

ବଲାଙ୍ଗୀର ଅଫିସ, ୧୬।୧: ବଲାଙ୍ଗୀର ଜିଲା ପରିଷଦ ବୈଠକ ଚାଲିଥିବା ବେଳେ ଗତ ୧୨ ତାରିଖରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗୀର ଜିଲାପାଳ ଏବଂ…

ପୁଣି ସାକ୍ସେନାଙ୍କୁ ଟାର୍ଗେଟ୍‌ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଦିଲ୍ଲୀର ସରକାରୀ ଶିକ୍ଷକମାନଙ୍କୁ ଫିନଲ୍ୟାଣ୍ଡକୁ ତାଲିମ ପାଇଁ ପଠାଇବା…