କେବଳ ଏହି ଆକାଉଣ୍ଟକୁ ଇନ୍‌ଷ୍ଟାଗ୍ରାମରେ ଫଲୋ କରନ୍ତି ରତନ ଟାଟା

ନୂଆଦିଲ୍ଲୀ,୧୧।୩: ଭାରତୀୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ଲୋକପ୍ରିୟତା କାହିଁରେ କେତେ। ତାଙ୍କଠାରୁ ସମସ୍ତେ କିଛି ନା କିଛି ଶିଖିବାକୁ ଚାହାନ୍ତି।…

ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ମାର୍ଗଦର୍ଶିକା ଜାରି କଲେ ସରକାର…

ନୂଆଦିଲ୍ଲୀ,୧୧।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ…

ଭୟଙ୍କର ସ୍ଥିତି: ଚିକେନ କେଜି ୯୦୦, କ୍ଷୀର ଲିଟରକୁ ୨୧୦ ଟଙ୍କା

ଇସଲାମାବାଦ,୧୧ା୩: ପାକିସ୍ତାନରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର। ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ…

ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା…

୭୧ ବର୍ଷରେ ର଼୍ୟାମ୍ପ ଓ୍ବାର୍କ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ

ବମ୍ବେ: ୭୧ ବର୍ଷରେ ର଼୍ୟାମ୍ପ ଓ୍ବାକ୍‌ କରି ଚର୍ଚ୍ଚାରେ ଭେଟେରାନ ଅଭିନେତ୍ରୀ ଜିନତ ଅମାନ। ଲାକ୍ମୀ ଫ୍ୟାଶନ ଓ୍ବିକ୍‌-୨୦୨୩ରେ ସେ ଡିଜାଇନର ଶାହିନ ମେନନଙ୍କ ଶୋ’ ଟପ୍ପର…

ଭାରତକୁ “ବନ୍ଧୁ” କହି ପରେ କହିଲେ”ପଡୋଶୀ”: ଜାତିସଂଘ ସୁରକ୍ଷା ପରିଷଦରେ ବିଲୱାଲ…

ଜେନେଭା,୧୧।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ସ୍ବୀକାର କରିଛନ୍ତି ଯେ ଭାରତର କୂଟନୈତିକ ଉଦ୍ୟମ ଯୋଗୁଁ କଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘର ଏଜେଣ୍ଡାର…

ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି

ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍‌ବସ୍‌ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ ମିଳିଛି।…

ୟୁକ୍ରେନ ପରେ ଆଉ ଏକ ପଡ଼ୋଶୀ ଦେଶ ଉପରେ ରୁଷିଆର ନଜର

ଓ୍ବାଶିଂଟନ,୧୧ା୩: ଆମେରିକାର ଗୁପ୍ତଚର ଅଧିକାରୀ କହିଛନ୍ତି, ରୁଷିଆର ଗୁପ୍ତଚର ସଂସ୍ଥାର ଲୋକମାନେ ମୋଲଡୋଭାନ ସରକାରକୁ ଟପିଯିବା ଉଦ୍ଦେଶ୍ୟରେ ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି। ହ୍ବାଇଟ୍‌ ହାଉସର ଜାତୀୟ…

ରାଶିଫଳ: ରବିବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଏହା ସାଙ୍ଗକୁ ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ…

ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ଟିମନଙ୍କ କଳା ସାମ୍ରାଜ୍ୟ

ବଲାଙ୍ଗୀର ଅଫିସ,୧୧ା୩: ବଲାଙ୍ଗୀର ସହର ଲର୍କିପାଲି ଓ ପଥରଚେପାଠାରେ ଶନିବାର ପୋଲିସ ଏବଂ ପ୍ରଶାସନିକ ଟିମ୍‌ ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମ୍ଭାରଙ୍କ ଘର ଓ ଆଡ୍ଡାରେ ଉଚ୍ଛେଦ…