ନ୍ୟୁୟର୍କ, ୧୪ା୩: ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି) ବନ୍ଦ ହେବାର ଦୁଇଦିନ ପରେ ନ୍ୟୁୟର୍କର ସିଗ୍ନେଚର ବ୍ୟାଙ୍କ ଡୁବିଛି। ଉଭୟ ବ୍ୟାଙ୍କର ଜମାକାରୀମାନେ ସେମାନଙ୍କ ଜମା ଅର୍ଥ…
ବେଜିଂ,୧୪ା୩ : ଚାଇନାର ସାର୍ବଭୌମତ୍ୱ ରକ୍ଷା ଲାଗି ସୈନ୍ୟବାହିନୀକୁ ‘ଗ୍ରେଟ୍ ଓ୍ବାଲ୍ ଅଫ୍ ଷ୍ଟିଲ୍’ରେ ପରିଣତ କରିବେ ବୋଲି ଏହାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ସୋମବାର ସଂକଳ୍ପ…
ଲଣ୍ଡନ,୧୪।୩: ପ୍ରଥମଥର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି ବ୍ରିଟେନ୍। ବ୍ରିଟେନ ସରକାର ସଂସଦରେ ଉପସ୍ଥାପିତ କରିଥିବା ପ୍ରତିରକ୍ଷା ଏବଂ…
ନୂଆଦିଲ୍ଲୀ,୧୪।୩: ଲଣ୍ଡନରେ ସଂସଦର ପ୍ରକ୍ରିୟାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ତାଙ୍କ ସମସ୍ୟା ବଢାଇପାରେ। ସଂସଦର ବିଶେଷାଧିକାର କମିଟି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ତଥ୍ୟ…
କରାଚି,୧୪ ।୩: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସହ ଲଗାତାର ଜାରି ରହିଥିବା ଅପହରଣ, ଧର୍ମାନ୍ତରିକରଣ ଓ ନାବାଳିକାଙ୍କ ବିବାହ ମଧ୍ୟରେ ଏବେ ବିରୋଧର ସ୍ୱର ବଢିବାରେ…
ଇସଲାମାବାଦ,୧୪ ।୩: ବରିଷ୍ଠ ଖବରଦାତା ତଥା ପାକିସ୍ତାନ ଇଲେକ୍ଟ୍ରନିକ ମିଡିଆର ଅଥରିଟି(ପିଇଏମଆରଏ)ର ପୂର୍ବତନ ଅଧ୍ୟକ୍ଷ ଅବସାର ଆଲମ ଆଇଏସଆଇର ହନିଟ୍ରାପ ଉପରେ ଏକ ଲମ୍ବା କଲମ ଲେଖିଛନ୍ତି…
ଜଗନ୍ନାଥପ୍ରସାଦ,୧୩ା୩(ଡି.ଏନ୍.ଏ.)-ଜଗନ୍ନାଥପ୍ରସାଦ ପୋଲିସ ରବିବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରେ ବେଆଇନ ସାମଗ୍ରୀ ରଖିବା ଅଭିଯୋଗରେ ମୋହନ ମଳିକଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଗତ…
କାଠମାଣ୍ଡୁ,୧୩।୩: ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟରେ ଥିବା ଶୀତଳ ନିବାସରେ ଶପଥ ଗ୍ରହଣ ଉତ୍ସବ…
ଟୋକିଓ,୧୩ା୩: ୧୯୯୪ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଜାପାନର କେଞ୍ଜାବୁରୋ ଓଏଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ନୋବେଲ ପାଇବାରେ ସେ ଦ୍ୱିତୀୟ…
କରଞ୍ଜିଆ,୧୩ା୩: ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିବା ଏକ ସରକାରୀ ବସ୍ରୁ ୨୩ କେଜି ଗଞ୍ଜେଇ ଜବତ ହୋଇଛି। ଯଶିପୁର ବସ୍ ଷ୍ଟାଣ୍ଡରୁ ପୋଲିସ ଏହି…