‘ଯୋଗ୍ୟ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ’

ଭୁବନେଶ୍ୱର,୧୪।୩: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ବିଶେଷ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ କର୍ମଚାରୀମାନଙ୍କ କଲ୍ୟାଣକୁ…

ଆସନ୍ତା ୧୫ରେ ଆନ୍ଦୋଳନକୁ ଓହ୍ଲାଇବ ସେସ୍କୋ ପୂର୍ବତନ ସୈନିକ କର୍ମଚାରୀ ସଂଘ

ଭୁବନେଶ୍ୱର,୧୪।୩(ବ୍ୟୁରୋ):୨୦୦୨ରେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ୧୨୫୦ ପୂର୍ବତନ ସୈନିକଙ୍କୁ ସେସ୍କୋ ତରଫରୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏହି ୨୨ ବର୍ଷରେ ପ୍ରାୟ ୮୦ ପ୍ରତିଶତଙ୍କର ଅବସର…

ଦେହ ବ୍ୟବସାୟ ଟଙ୍କାକୁ ନେଇ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର,୧୪।୩(ବ୍ୟୁରୋ):କ୍ୟାପିଟାଲ ହସ୍ପିଟାଲ ପୋଷ୍ଟମର୍ଟମ ୱାର୍ଡ ପଛପଟ ରାସ୍ତାରେ ସୋମବାର ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ଢ଼େଲା ପଥର ମାଡ଼ରେ ଅନ୍ୟଏକ ଗୋଷ୍ଠୀର ଏକ କାର୍‌…

ଆଜି ଦାୟିତ୍ୱ ଗ୍ରହଣ କରିବେ ସିଦ୍ଧାର୍ଥ

ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତି ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ। ଏପରିକି ସେ…

ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୪୪%

ନୂଆଦିଲ୍ଲୀ,୧୪।୩: ଚଳିତ ବର୍ଷ ଫେବୃୟାରୀ ମାସର ଖୁଚୁରା ମୁଦ୍ରାସ୍ଫୀତି ଫଳାଫଳ ସୋମବାର ପ୍ରକାଶିତ ହୋଇଯାଇଛି। ବିଭାଗୀୟ ସୂଚନା ଅନୁସାରେ ଫେବୃୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାମାନ୍ୟ…

ବିଏମ୍‌ସି ଅତିରିକ୍ତ କମିଶନର -୨ଙ୍କ ବଦଳି

ଭୁବନେଶ୍ୱର,୧୪।୩(ବ୍ୟୁରୋ)- ବିଏମସି ଅତିରିକ୍ତ କମିଶନର -୨ ବିନୟକୁମାର ଦାସଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଏହି ଅବସରରେ ସୋମବାର ତାଙ୍କୁ ବିଦାୟ…

ଆଜିଠାରୁ ଖଦୀ ମେଳା

ଭୁବନେଶ୍ୱର,୧୪।୩(ବ୍ୟୁରୋ):ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଖଦି ମେଳା। ମେଳାରେ ୬୫ଟି ଷ୍ଟଲ ପଡ଼ିବ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହା…

୫ ବର୍ଷ ସହମତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ବେଙ୍ଗାଲୁରୁ, ୧୪ା୩: ଦୀର୍ଘ ୫ ବର୍ଷ ସହମତିରେ ଯୌନ ସମ୍ପର୍କ ରଖିବା ପରେ ଏହାକୁ ଇଚ୍ଛା ବିରୋଧରେ ବୋଲି କୁହାଯାଇପାରିବ ନାହିଁ। କର୍ନାଟକ ହାଇକୋର୍ଟ ଏହା କହିବା…

ଦୀପିକାଙ୍କୁ କଙ୍ଗନାଙ୍କ ପ୍ରଶଂସା

ମୁମ୍ବାଇ: ଆମେରିକାର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍‌ ଉପସ୍ଥାପିକା ଭାବେ ପ୍ରତିନିଧିତ୍ୱ କରିଥିଲେ, ଯାହା…

ଯୁକ୍ତ୨ ପାସ୍‌ କରାଇବା ନାଁରେ ଟଙ୍କା ଠକେଇ

ବାଲେଶ୍ୱର ଅଫିସ, ୧୪ା୩:ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମାର୍କ ବଢ଼ାଇବା ଓ ପାସ୍‌ କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଲକ୍ଷ ଟଙ୍କା ଲୁଟୁଥିବା ବାଲେଶ୍ୱର ସଦର ଥାନା…