୪ ହଜାର କର୍ମଚାରୀ ଛଟେଇ କରିବ ଡିଜ୍‌ନୀ

କାଲିଫର୍ନିଆ,୧୯।୩: ମନୋରଞ୍ଜନ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କମ୍ପାନୀ ଡିଜ୍‌ନୀ ଚାରି ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ…

ଓଭରବ୍ରିଜ ନିର୍ମାଣରେ ବିଳମ୍ବ, ହାତୀଙ୍କ ଚଳପ୍ରଚଳରେ ସମସ୍ୟା

କେନ୍ଦୁଝର,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ଜଗମୋହନପୁରଠାରେ ପ୍ରସ୍ତାବିତ ଓଭରବ୍ରିଜ୍‌ (ଅଣ୍ଡରପାସ) ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍ଥାନରେ…

ବର୍ଷା, କୁଆପଥର ମାଡ଼: ପରିବା ଚାଷ ନଷ୍ଟ ଆଶଙ୍କା

ଭଦ୍ରକ ଅଫିସ/ବାସୁଦେବପୁର,୧୯।୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବରେ ଭଦ୍ରକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ କେତେକ ସ୍ଥାନରେ କୁଆପଥର ମାଡ଼ ହୋଇଛି। ବର୍ଷା ପାଣି କ୍ଷେତରେ ଜମି…

ଭାରତକୁ ୧୦ ଉଇକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ବିଶାଖାପାଟଣା,୧୯।୩: ମିଚେଲ ମାର୍ଶ ଏବଂ ଟ୍ରାଭିସ ହେଡଙ୍କ ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ…

ଦିନିକିଆରେ କାହିଁକି ଫ୍ଲପ ହେଉଛନ୍ତି ଟି୨୦ ସୁପରଷ୍ଟାର ସୂର୍ଯ୍ୟକୁମାର? ଅଗରକର କହିଲେ…

ବିଶାଖାପାଟଣା,୧୯।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଶ୍ରେୟସ ଆୟର ଆହତ ହେବା ଯୋଗୁ ଟି୨୦ ଫର୍ମାଟ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ…

ଭାରତ ଆମର ପ୍ରକୃତ ବନ୍ଧୁ: ବାଂଲାଦେଶ ପ୍ରଧାନମନ୍ତ୍ରୀ

ଢାକା,୧୯।୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ପ୍ରକୃତ ବନ୍ଧୁ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଜାୟ ରଖିବା ଉପରେ ମଧ୍ୟ ସେ ଜୋର…

୧୪୦ ଲିଟର ରନ୍ଧା ମଦ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଭଦ୍ରକ ଅଫିସ, ୧୯।୩: ଭଦ୍ରକ ଅବକାରୀ ଉପଅଧୀକ୍ଷକ ଅନୀତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ଟିମ୍‌ ଭଦ୍ରକ…

ଦୀର୍ଘବର୍ଷ ପରେ ଷ୍ଟ୍ରିଟ୍‌ ଲାଇଟ୍‌ ଦେଖିଲେ ଲୋକେ

ଗଞ୍ଜାମ,୧୯ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଜୟଶ୍ରୀ ଛକ ତଥା ତ୍ରିବେଣୀ ମଠରୁ ଜାତୀୟ ରାଜପଥ ସଂଯୋଗ ବିଞ୍ଚଣାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ଦୀର୍ଘବର୍ଷ ହେବ ଅନ୍ଧାରରେ ଥିଲା। ଉକ୍ତ ରାସ୍ତା…

ବାହା ହେବାକୁ ଚାହୁଁଛନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ପାଇଁ ଖୁବ୍ କମ ସମୟ ମଧ୍ୟରେ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । କିଛି ଶାନଦାର ମୁଭିରେ…

ଗ୍ଲାମରସ୍‌ ମେକାନିକ୍‌

ଗ୍ୟାରେଜ୍‌ରେ ପୁରୁଷମାନଙ୍କୁ କଠିନ ପରିଶ୍ରମ କରି ବଡ଼ ବଡ଼ ଗାଡି ଠିକ୍‌ କରୁଥିବା ଦେଖିଥିବେ। ଶାରୀରିକ ପରିଶ୍ରମ ରହୁଥିବା ଏହି କାର୍ଯ୍ୟକୁ ସାଧାରଣତଃ ପୁରୁଷପ୍ରଧାନ କାମ ଭାବେ…