ଶରଣକୁଳ,୨୧ା୩(ଡି.ଏନ୍.ଏ.):ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଭିକାରିପଡ଼ା ଗଁାରୁୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ୩ଖଣ୍ଡ ଗଣ୍ଡି କାଠ ସଂଗ୍ରହ କରାଯାଇ ଟ୍ରକ ଯୋଗେ ଭୁବନେଶ୍ୱର…
କେନ୍ଦୁଝର, ୨୧ା୩(ସ୍ବ.ପ୍ର.):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନୟାଗଡ଼ ବିଟ୍ ଜଡ଼ିପଦା ସାହିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ସୋମବାର ଡିଏଫ୍ଓ…
ଭୁବନେଶ୍ୱର,୨୧।୩(ବ୍ୟୁରୋ):ପେନ୍ସନ ଦାବି ସହ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ତୀବ୍ର ବିରୋଧ କରିଛନ୍ତି ଚାଷୀ। ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଡାକରା କ୍ରମେ ବହୁସଂଖ୍ୟକ ଚାଷୀ ସୋମବାର…
ଭୁବନେଶ୍ୱର,୨୧।୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଏମ୍ପ୍ଲୟି ଓ୍ବେଲ୍ନେସ ଆଣ୍ଡ ଲାଇଫଷ୍ଟାଇଲ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।…
ନୂଆଦିଲ୍ଲୀ,୨୧।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ମାନ୍ଦାବସ୍ଥାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡୁଥିବା ଦେଖାଦେଇଛି। ଏପରିକି ସୋମବାର ଭାରତୀୟ ଶେୟାର ବଜାର କାରବାର…
ହିଞ୍ଜିଳିକାଟୁ/ଶେରଗଡ଼/ କବିସୂର୍ଯ୍ୟନଗର, (ଡି.ଏନ୍.ଏ.) ୨୧ା୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୂଡ଼ାନ୍ତ ହୋଇଛି। ଏ ନେଇ ତଦାରଖ…
କୋଡିଙ୍ଗା,୨୧।୩(ଡି.ଏନ୍.ଏ.):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଚିର୍ମା ପଞ୍ଚାୟତର ଦୁଗ୍ଲାହାଣ୍ଡି ଗ୍ରାମରେ ଭୋର ପ୍ରାୟ ୪.୩୦ରେ କୋଡିଙ୍ଗା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ହୃଦ୍ଘାତରେ ମୃତ୍ୟୁ…
ଯାଜପୁର ଟାଉନ,୨୧ା୩(ଡି.ଏନ.ଏ.): ଯାଜପୁର ସହର ନିକଟସ୍ଥ ବାମଦେବପୁର ଗ୍ରାମର ଜଣେ ମାଟ୍ରିକ ପରୀକ୍ଷାଥର୍ର୍ୀ ପରୀକ୍ଷା ଶେଷ ହେବା ପୂର୍ବରୁ ଆମତ୍ହତ୍ୟା କରିଛନ୍ତି। ସେ ହେଲେ ବାମଦେବପୁର (ବରହଟା)…
ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟର ୩ଟି ପ୍ରମୁଖ ଶକ୍ତିପୀଠ କାକଟପୁର ମା’ ମଙ୍ଗଳା, ଭୂଷଣ୍ଡପୁରର ମା’ ଉଗ୍ରତାରା ଓ ବାଣପୁରର ମା’ ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର…
ନୂଆଦିଲ୍ଲୀ,୨୧ ।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କହିଥିବା ‘ରିମୋଟ କଣ୍ଟ୍ରୋଲ’ ଟିପ୍ପଣିକୁ ନେଇ…