୧୯୯୯ କାର୍ଗିଲ ଯୁଦ୍ଧର ଖଳନାୟକ ଥିଲେ ପରଭେଜ, ଜନ୍ମଭୂମିକୁ ଦେଇଥିଲେ ବହୁ କ୍ଷତ…

ଇସଲାମା,୫।୨ : ସେ ୧୯୯୯ ମସିହାରେ ନୱାଜ ସରିଫଙ୍କ ଗଣତାନ୍ତ୍ରିକ ସରକାରଙ୍କ ପତନ ଘଟାଇ ପରଭେଜ ମୁଶାରଫ କ୍ଷମତା ଦଖଲ କରି ପାକିସ୍ତାନର ଶାସନ ଗ୍ରହଣ କରିଥିଲେ…

ମାଘମେଳାରେ ଜଳିଲା ଝାଡ଼ଦୀପ

ଢେଙ୍କାନାଳ ଅଫିସ,୫।୨: ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ଶନିବାର ଠାରୁ ଆରମ୍ଭ ହୋଇଛି ମାଘ ମେଳା। ୨ ବର୍ଷ ପରେ କରୋନା…

ଘରେ ଏମିତି ଯଦି ହେଉଥାଏ…

କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା…

ସ୍ମାର୍ଟକେମ୍‌ ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟକୁ ବିରୋଧ ଜାରି

ଛତ୍ରପୁର,୫।୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲୋଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରିରହିଛିା…

ବନ୍ଧକ ଟଙ୍କାରେ ଅନ୍‌ଲାଇନ୍‌ ଗେମ୍‌ ଖେଳ

ବ୍ରହ୍ମପୁର ଅଫିସ,୫।୨: ବ୍ରହ୍ମପୁର ସାନବଜାରସ୍ଥିତ ଏକ ଜୁଏଲେରୀରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇ ଥିବା ନେଇ ବଡବଜାର ଥାନାରେ ଶୋ’ରୁମର…

ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୫।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଦେଇଯାଇଥିବା ସେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ଖାଲଖମାପୂର୍ଣ୍ଣ ହୋଇଥିବାରୁ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି ା ଉକ୍ତ ରାସ୍ତାର ପ୍ରଶସ୍ତୀକରଣ…

ଅଟେଇ ଜଙ୍ଗଲରେ ମହାବଳ ପାଦ ଚିହ୍ନ

ପାଟଣା,୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ରୋହଣୀଦୁମା ବଣ ମହୁଲଡ଼ିହା ମଝିରେ ଥିବା ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ମହାବଳ ବାଘର ସନ୍ଧାନ ମିଳିଛି।…

ଗୋପାଳ ପଣ୍ଡା ବିଦ୍ୟାଳୟ ଅଶାନ୍ତ: ଧାରଣାରେ ଛାତ୍ରୀଛାତ୍ର

ରସୁଲପୁର,୫।୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୫-ଟି ରୂପାନ୍ତରିତ ହିଙ୍ଗୁଳା ଗୋପାଳ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାଧବ ସ୍ବାଇଁଙ୍କୁ ଅନ୍ୟ ବିଦ୍ୟାଳୟକୁ ୩ଦିନ ଡେପୁଟେଶନରେ…

ଦିଲ୍ଲୀରେ ଜନ୍ମ , ହୋଇଥିଲେ ପାକିସ୍ତାନ ରାଷ୍ଟ୍ରପତି…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ଅଗଷ୍ଟ ୧୯୪୩ ରେ ନୂଆଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସେ…

ଇକୋ ଟଏଲେଟ ନିର୍ମାଣ ପରେ ତାଲା ଖୋଲୁନି

ପଟ୍ଟାମୁଣ୍ଡାଇ,୫ ।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ଭାରତ ମିଶନରେ ସାମିଲ କରିବା ଲକ୍ଷ୍ୟରେ ସହରାଞ୍ଚଳରେ ୨୦ଟି ଇକୋ ଟଏଲେଟ ନିର୍ମାଣ କରାଯାଇଛି। ଏଥିଲାଗି ୧…