୩୪ ଡିଗ୍ରୀ ଡେଇଁଲା ପାରଦ

ଭୁବନେଶ୍ୱର,୭ା୨(ବ୍ୟୁରୋ):ଚଳିତବର୍ଷ ଫେବୃୟାରୀରୁ ପାରଦ ଉପରମୁହଁା ହେବା ଆରମ୍ଭ କରିଛି। ସର୍ବନିମ୍ନ ତାପମାତ୍ରା ୩୪ ଡିଗ୍ରୀ ଡେଇଁଲାଣି। ଆସନ୍ତା ସପ୍ତାହରେ ଆହୁରି ତତେଇବ। ସ୍ବାଭାବିକଠାରୁ ତାପମାତ୍ରା ଅଧିକ ରହିବା…

ଇତିହାସ ରଚିଲେ ବେୟୋନ୍ସେ

ଲସ୍‌ଏଞ୍ଜେଲ୍ସ ୭ା୨:ଆମେରିକୀୟ କଣ୍ଠଶିଳ୍ପୀ, ସ୍ବର ସଂଯୋଜିକା ଏବଂ ଡ୍ୟାନ୍ସର ବେୟୋନ୍ସେ ସର୍ବାଧିକ ‘ଗ୍ରାମୀ ଆଓ୍ବାର୍ଡ’ ଜିତି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ଲସ୍‌ଏଞ୍ଜେଲ୍ସଠାରେ ରବିବାର…

ସିଦ୍ଧାର୍ଥ-କିଆରାଙ୍କ ମେହେନ୍ଦି-ସଙ୍ଗିତ ପାଇଁ ଗୋଲାପି ରଙ୍ଗରେ ସଜେଇ ହେଲା ସୂର୍ଯ୍ୟଗଡ଼ ପ୍ୟାଲେସ

ଜୟପୁର: ବଲିଉଡ ଲଭ ବାର୍ଡ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ରୟାଲ ୱେଡିଂ ଜୈସଲମେରରେ ହେଉଛି । ସେଥିପାଇଁ ଏଠାକାର ସୂର୍ଯ୍ୟଗଡ ପ୍ୟାଲେସ ନବବଧୂ ଭଳି…

ଭୂସ୍ଖଳନରେ ଚାଲିଗଲା ୩୬ ଜୀବନ

ଲିମା,୭।୨: ଦକ୍ଷିଣ ପେରୁର ଏକ ଭୂସ୍ଖଳନରେ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭୂସ୍ଖଳନ ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ପ୍ରବଳ…

ଆଦାନୀ ପ୍ରସଙ୍ଗରେ ପାର୍ଲାମେଣ୍ଟ ଅଚଳ

ନୂଆଦିଲ୍ଲୀ,୬।୨: ଆଦାନୀ ଗ୍ରୁପ୍‌ ବିରୋଧରେ ଜାଲିଆତି ଅଭିଯୋଗ ଏବଂ ଏହାର ଜେପିସି ତଦନ୍ତ ଦାବିରେ ବିରୋଧୀ ଦଳଗୁଡ଼ିକ ଅଡ଼ି ବସିବାରୁ ସୋମବାର ପାର୍ଲାମେଣ୍ଟର ଉଭୟ ଗୃହରେ ଅଚଳାବସ୍ଥା…

ଉଚ୍ଚଶିକ୍ଷା ପାଇଁ ୫ ବର୍ଷରେ ବିଦେଶ ଯାଇଛନ୍ତି ୩୦ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୭।୨: ଉଚ୍ଚଶିକ୍ଷା ପାଇଁ ୨୦୧୭ରୁ ୨୦୨୨ ମଧ୍ୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ବିଦେଶ ଯାଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଲୋକ ସଭାକୁ ଏହି ସୂଚନା…

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସ୍ମୃତି ଏବେବି ମନରେ ରହିଛି ସତେଜ: ଆମେରିକା

ଓ୍ବାଶିଂଟନ୍‌,୭।୨: ୨୦୦୮ରେ ମୁମ୍ବାଇରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ନିର୍ଦ୍ଦୟ ଆକ୍ରମଣର ସ୍ମୃତି ଉଭୟ ଭାରତ ଏବଂ ଆମେରିକାର ମନରେ ଏବେ ବି ସତେଜ ରହିଛି ବୋଲି ବାଇଡେନ…

୫ ନୂଆ ବିଚାରପତି ଶପଥ ନେଲେ

ନୂଆଦିଲ୍ଲୀ,୭।୨: ସୁପ୍ରିମକୋର୍ଟର ୫ ଜଣ ନବନିଯୁକ୍ତ ବିଚାରପତିଙ୍କୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ସୋମବାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ ପରିସରରେ ଜଷ୍ଟିସ ପଙ୍କଜ…

ତାସଘର ଭଳି ଭୁଶୁଡ଼ିଲା କୋଠା

ଇସ୍ତାନବୁଲ, ୭।୨: ଗୋଟିଏ ଦିନରେ ତିନିଟି ଶକ୍ତିଶାଳୀ ଭୂକମ୍ପ ତୁର୍କୀ ଏବଂ ସିରିଆକୁ ଦୋହଲାଇ ଦେଇଛି। ଦୁଇ ଦେଶର ପାରିପାର୍ଶ୍ୱିକ ବାତାବରଣର ଚିତ୍ର ମଧ୍ୟ ବଦଳିଯାଇଛି। ଚାରିଆଡ଼େ…

ସ୍ବାମୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଡ୍ରାମା କୁଇନ୍‌

ଟିଭି ଅଭିନେତ୍ରୀ ତଥା ଡ୍ରାମା କୁଇନ୍‌ ଭାବେ ଜଣାଶୁଣା ରାଖୀ ସାୱନ୍ତଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ବିବାଦ ଭିତରକୁ ଆସିଛି। ନିକଟରେ ଅଭିନେତ୍ରୀ ସ୍ବାମୀ ଆଦିଲ…