ବିଦ୍ୟାଳୟ ନବୀକରଣ କାର୍ଯ୍ୟର ହିସାବ ନାହିଁ

ପାରାଦୀପ,୧୨।୨(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ଅନେକ ସରକାରୀ କାର୍ଯ୍ୟାଳୟ ମରାମତି, ନବୀକରଣ, ରୂପାନ୍ତରୀକରଣ କରାଯାଇଛି। ଏଥିସହ କିଛି ନୂତନ ସରକାରୀ ଅନୁଷ୍ଠାନ ନିର୍ମାଣ ଚାଲିଛି।…

‘ସାମାଜିକ ଗଣମାଧ୍ୟମରେ କ୍ଷୟ ହେଉଛି ସତ୍ୟ’

କଟକ ଅଫିସ,୧୨।୨: ଓଡ଼ିଶା ହାଇକୋର୍ଟ ପକ୍ଷରୁ ୨ ଦିନିଆ ଜିଲା ଜଜ୍‌ ସମ୍ମିଳନୀ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ…

ଜାପାନରେ ଦ୍ୱୀପ କିଣିଥିବା ଦାବି କଲେ ଚାଇନା ମହିଳା…

ବେଜିଂ,୧୨।୨ : ଜାପାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଇନାର ଜଣେ ମହିଳା ଜାପାନର ଓକିନାୱା ପ୍ରଦେଶରେ ଏକ ଦ୍ୱୀପ କିଣିଥିବା ଦାବି କରିଛନ୍ତି। ତେବେ ମହିଳାଙ୍କ…

୫ ଦଫା ଦାବିରେ ଆଦିବାସୀଙ୍କ ରେଳପଥ ଅବରୋଧ

କଳିଙ୍ଗନଗର,୧୨।୨(ଡି.ଏନ.ଏ.): ସାଙ୍ଗେଲ ଅଭିଯାନ କେନ୍ଦୁଝର ଜୋନାଲ କମିଟି ପକ୍ଷରୁ ଶନିବାର ୫ ଦଫା ଦାବିରେ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ରେଳପଥ ଅବରୋଧ କରାଯାଇଛି। ମାରାଂବୁରୁ ଅର୍ଥାତ ପାରସନାଥ…

୧୦ ବର୍ଷରୁ କମ୍‌ ପିଲାଙ୍କୁ ଏହି ରେଷ୍ଟୁରାଣ୍ଟ ମନା, କାରଣ ଜାଣିଲେ…

ବେଳେବେଳେ ଲୋକଙ୍କ ଉପରେ ଅଜବ ପ୍ରତିବନ୍ଧକ ଲଗାଯାଇଥାଏ। ଠିକ୍‌ ସେମିତି ଆମେରିକାର ନ୍ୟୁ ଜର୍ସିର ଏକ ଲୋକପ୍ରିୟ ଇଟାଲୀ ରେଷ୍ଟୁରାଣ୍ଟରେ ଅଜବ ନିୟମ ଦେଖିବାକୁ ମିଳିଛି। ୧୦…

ଫାର୍ମ ହାଉସ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପାଣିକୋଇଲି,୧୨।୨(ଡି.ଏନ.ଏ.): ପାଣିକୋଇଲି ଥାନା ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଫାର୍ମ ହାଉସରେ…

ଜଷ୍ଟିସ ନାଜିର ହେଲେ ରାଜ୍ୟପାଳ…

ନୂଆଦିଲ୍ଲୀ,୧୨।୨ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବେଞ୍ଚର…

୮୦ ଷ୍ଟଲରେ ହେଉଛି କିଣାବିକା

କେନ୍ଦୁଝର,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କାଳୀପଡ଼ିଆରେ ଦ୍ୱିତୀୟ ଓଡ଼ିଶା ଗ୍ରାମ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି। ମେଳାର ଆବାହକ ସଞ୍ଜୟ ସାହୁଙ୍କ ସଭାପତିତ୍ୱରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଉଦ୍‌ଘାଟନ…

ଗ୍ଲୋବାଲ ଜୈବ ଇନ୍ଧନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ…

ନୂଆଦିଲ୍ଲୀ,୧୨।୨ :ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ ଗଠନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ। ଆସନ୍ତା କିଛି ମାସ ମଧ୍ୟରେ ଭାରତ,…

ସୋରିଷ କ୍ଷେତ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ

ବାଲେଶ୍ୱର ଅଫିସ, ୧୨।୨: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ…