ଜାଭେଦ୍‌ ଅଲ୍ଲୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ଯାଜପୁର ଟାଉନ,୧୨।୨(ଡି.ଏନ.ଏ.): ଯାଜପୁର ଜିଲା ମହୋତ୍ସବର ୪ର୍ଥ ସନ୍ଧ୍ୟା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲିଉଡ୍‌ ଓ ଓଲିଉଡ୍‌ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।…

ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ

ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ ରାଜନଗର…

୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳିଲେ…

ନୂଆଦିଲ୍ଲୀ,୧୨।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳି କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଇସ୍ତଫା ଗ୍ରହଣ କରି ସେ…

କୋଶିୟାରୀଙ୍କ ଇସ୍ତଫା ମଞ୍ଜୁର, ନୂଆ ରାଜ୍ୟପାଳ ହେଲେ ରମେଶ ବୈସ…

ମୁମ୍ବାଇ,୧୨।୨ : ମହାରାଷ୍ଟ୍ରରେ ବିଧାନସଭା ର୍ନିବାଚନର କିଛି ମାସ ପୂର୍ବରୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରେ ପଦୀ ମୁର୍ମୁ…

ଭାରତ ଯୋଡୋ ଯାତ୍ରା ଅଧାରୁ ଛାଡ଼ିବାକୁ ଚାହୁଁଥିଲେ ରାହୁଲ: ଭେନୁଗୋପାଲ…

ନୂଆଦିଲ୍ଲୀ,୧୨।୨ : ଏଆଇସିସି ମହାସଚିବ  କେ.ସି ଭେନୁଗୋପାଲ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ଦେଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏହି ଯାତ୍ରାର ପ୍ରାରମ୍ଭିକ…

୫ ହଜାରରୁ ଅଧିକ ରୁଷୀୟ ଗର୍ଭବତୀ ଆର୍ଜେଣ୍ଟିନା ପହଞ୍ଚିଲେ…

ମସ୍କୋ,୧୨।୨ : ଗତ ମାସରେ ୫ ହଜାରରୁ ଅଧିକ ଗର୍ଭବତୀ ରୁଷିଆ ମହିଳା ଆର୍ଜେଣ୍ଟିନାରେ ପ୍ରବେଶ କରିଛନ୍ତି। ଜାତୀୟ ସ୍ଥାନାନ୍ତରଣ ଏଜେନ୍ସି ଅନୁଯାୟୀ ସର୍ବଶେଷ ଗର୍ଭଧାରଣର ଶେଷ…

ନବରଙ୍ଗପୁର ଗଲା ଡାକ୍ତରୀ ଟିମ୍‌

ଭୁବନେଶ୍ୱର, ୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଏକ ଡାକ୍ତରୀ ଟିମ୍‌ ଶନିବାର ଭୁବନେଶ୍ୱରରୁ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି। ବିଶେଷ ଚିକିତ୍ସା(ସ୍ପେଶିଆଲିଟି) ଏବଂ ଜଟିଳ…

ଇରାନ କ୍ରାନ୍ତିର ୪୪ତମ ବାର୍ଷିକୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଟିଭି ଭାଷଣ ପ୍ରସାରଣକୁ ରୋକିଲେ ହ୍ୟାକର…

ତେହେରାନ,୧୨।୨ : ଇରାନ କ୍ରାନ୍ତିର ୪୪ ତମ ବାର୍ଷିକୀକୁ ଲୋକମାନେ ଶନିବାର ଉତ୍ସାହର ସହ ପାଳନ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସରକାରୀ ବିରୋଧୀ ହ୍ୟାକରମାନେ…

ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟିନେଲେ ୩୨ଲକ୍ଷ

ନନ୍ଦପୁର/ କୋରାପୁଟ (ସ୍ବ.ପ୍ର.), ୧୨।୨: କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଶନିବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେଜଣ ଦୁର୍ବୃତ୍ତ ବ୍ଲକର ପାଡୁଆ ଥାନା ଅନ୍ତର୍ଗତ…

ଜଙ୍ଗଲ ନିଆଁ ରୋକିବାକୁ ପ୍ରୟାସ

ପାଟଣା,୧୨।୨(ସ୍ବ.ପ୍ର.): ଖରାଦିନ ଆରମ୍ଭ ନ ହେଉଣୁ ବିଭିନ୍ନ ଜଙ୍ଗଲରେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜର ଅଧିକାଂଶ ଜଙ୍ଗଲରେ ଏବେ ନିଅଁା ଲାଗି…