ଅଗ୍ନିପଥ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ, ଏଣିକି ଆବେଦନ କରିପାରିବେ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ସେନାରେ ଚାକିରିର ସ୍ବପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ସେନା ନିଯୁକ୍ତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି।…

ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀଙ୍କୁ ହତ୍ୟା କଲା ତାଲିବାନ…

କାବୁଲ,୨୧।୨ : ଭାରତ ସରକାରଙ୍କ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀ ମଧ୍ୟରୁ ଜିହାଦି କମାଣ୍ଡର ଏଜାଜ ଅହମ୍ମଦ ଅହନଗରଙ୍କର ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି। ଇଜାଜ ଅହମ୍ମଦ…

ବର୍ଷିଲେ ଖାର୍ଗେ: କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକ୍‌ମେଲ କରି ସରକାର ଗଢ଼ିଛି ଭାଜପା’

କୋହିମା,୨୧।୨: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୨୭ରେ ମତଦାନ ହେବ। ଏହାପୂର୍ବରୁ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କଂଗ୍ରେସ…

ସିଏସ୍‌କେକୁ ଫେରିବାକୁ ପ୍ରସ୍ତୁତ ଏହି ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୧।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ…

୪ ବର୍ଷ ପରେ ଦଳକୁ ଫେରିଲେ

ନୂଆଦିଲ୍ଲୀ,୨୧।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ପକ୍ଷରୁ ଦଳ ଘୋଷଣା କରାଯାଇଛି। ଦୀର୍ଘ ୪ ବର୍ଷ ପରେ ଦ୍ରୁତ ବୋଲର…

ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା: ସାହାନାଇ ବାଜିବା ଆଗରୁ କାନ୍ଦ ବୋବାଳି

ବଲାଙ୍ଗୀର ଅଫିସ, ୨୧।୨: ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା। ବିବାହକୁ ଥିଲା ମାତ୍ର ଗୋଟିଏ ଦିନ ବାକି। ବର ଆସିଥାନ୍ତେ ଆଉ ବିବାହ ହୋଇ…

ନିଜ ଭାଷାର ଅଧିକ ବ୍ୟବହାର କଲେ ଦେଶ ହେବ ସମୃଦ୍ଧ: ଶାହା…

ନୂଆଦିଲ୍ଲୀ,୨୧।୨ : ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃଭାଷା ସହିତ ଯୋଡିହେବା ଏବଂ ଏହାକୁ ଅଧିକ…

ବିବିସି ଡକ୍ୟୁମେଣ୍ଟାରୀ-ରାହୁଲଙ୍କ ମନ୍ତବ୍ୟ ନେଇ ମତ ରଖିଲେ ଜୟଶଙ୍କର…

ନୂଆଦିଲ୍ଲୀ,୨୧।୨ : ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଏକ ସାକ୍ଷାତକାରରେ ବିବିସି ଡକ୍ୟୁମେଣ୍ଟାରୀ, ପୂର୍ବ ଲଦାଖ ବିବାଦ ଉପରେ ଖୋଲାଖୋଲି ଭାବେ କହିଛନ୍ତି। କଂଗ୍ରେସ ନେତା…

ନବ ଦାସ ହତ୍ୟା ମାମଲା: ୫-ଟି ସଚିବ, ବବି ଦାସ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଲେ ଜୟନାରାୟଣ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ଗୃହରେ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ରାଜ୍ୟରେ ଆଇନ…

ଜମ୍ମୁ-କଶ୍ମୀର ଆତଙ୍କବାଦୀ ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦଙ୍କୁ ହତ୍ୟା …

ରାଓ୍ବଲପିଣ୍ଡି,୨୧।୨ : ଜମ୍ମୁ-କଶ୍ମୀର ଆତଙ୍କବାଦୀ ତଥା ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦ ପିରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ରାୱଲପିଣ୍ଡିରେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ବଶିରଙ୍କୁ…