ବଢ଼ିଲା ହରିଶ୍ଚନ୍ଦ୍ର ସହାୟତା ରାଶି

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତା ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର…

‘ପୁଅର ଏନ୍‌କାଉଣ୍ଟର ପାଇଁ ମୁଁ ଦାୟୀ’

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅସଦ ଅହମଦଙ୍କୁ ଗୁରୁବାର ଝାନ୍ସିରେ ଏନ୍‌କାଉଣ୍ଟର କରାଯାଇଛି। ପୁଅର ଏନ୍‌କାଉଣ୍ଟର ଖବର ପାଇବା ପରେ ବାପା ଅତିକ ଅହମ୍ମଦ…

ନିୟମିତ ହେଲେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ-ଶିକ୍ଷକ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ। ଫଳରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଧାରଣା ସ୍ଥଗିତ ହୋଇଛି।…

ଶୁଆ ସହ ଭିଡିଓ କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ୟୁଟ୍ୟୁବର

କେନ୍ଦୁଝର,୧୩ା୪(ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ବେଆଇନ ଭାବେ ବିରଳ ପ୍ରଜାତିର ଶୁଆ ରଖିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ…

ଜନ୍ମଦିନ ପାଳିଲା ରାଜଧାନୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଇତିମଧ୍ୟରେ ୭୫ ବର୍ଷ ପୂରଣ ହୋଇଛି। ରାଜଧାନୀ ତା’ର ପ୍ଲାଟିନମ ଜୁବଲି ପାଳନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୩ ଦିନ ଧରି…

ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୧୩ , ୨୦୨୩ )

ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ   ଭୁବନେଶ୍ୱରରେ ପ୍ରବଳଖରା     ରାଜଧାନୀ ପ୍ରତିଷ୍ଠା ଦିବସରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନାଭବନରେ ଆୟୋଜିତ ଫୋଟୋ…

ବଳି ପାଇଁ ପୁଅକୁ ହତ୍ୟା ଅଭିଯୋଗ ଆଣିଲେ ବାପା

କେନ୍ଦୁଝର,୧୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡ଼ଙ୍କ ୮ବର୍ଷର ପୁଅ ଫକୀର ମହାକୁଡ଼ ନିଖୋଜ ପୁଅର ମୃତଦେହ ଗତ ବୁଧବାର ଜବତ…

ଭାଜପା ଛାଡ଼ି ବିଜେଡିରେ ମିଶିଲେ ମୀନକେତନ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଭାଜପା ଛାଡ଼ି ବିଜେଡିରେ   ଗୁରୁବାର ମିଶିଛନ୍ତି ଦେବଗଡ଼ ଭାଜପା ଜିଲା ସଭାପତି ମୀନକେତନ ପ୍ରଧାନ। ୧୯୯୦ରୁ ସେ ଭାଜପାରେ କାର୍ଯ୍ୟ କରିଆସୁଥିଲେ। ବିଭିନ୍ନ ସମୟରେ…

ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ନିଷ୍ପତ୍ତି

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି…

ପୋଲିସ ମାଡ଼ରେ ଟ୍ରାକ୍ଟର ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିବା ଘଟଣା: ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର,୧୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଏସ୍‌ଆଇଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ଟ୍ରାକ୍ଟର ଚାଳକଙ୍କୁ ଜନୈକ ଏସ୍‌ଆଇ ତାଙ୍କ ସହଯୋଗୀଙ୍କ ସହିତ ଗୋଡ଼ାଇ ଗୋଡ଼ାଇ…